ବେଦାନ୍ତରେ ୧୦ହଜାର ୪୮୭ଙ୍କୁ ନିଯୁକ୍ତି

Vedanta_1290389fବେଦାନ୍ତର ଲାଞ୍ଜିଗଡ କାରଖାନାରେ ୩ହଜାର ୧୦୪ଜଣ ଓ ଝାରସୁଗୁଡା ରେ ୭ହଜାର ୩୮୩ଜଣ ଓଡିଆ ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ମିଳିଛି । ବିଧାୟକ ଦେବାଶିଷ ନାୟକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଶିଳ୍ପ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ଏହି କମ୍ପାନୀକୁ ସରକାରଙ୍କ ପକ୍ଷରୁ କଞ୍ଚାମାଲ ହିସାବରେ ବକ୍ ସାଇଟ ଯୋଗାଇଦେବା ପାଇଁ ଓଡିଶା ଖଣି ନିଗମ ଜରିଆରେ ପଦକ୍ଷେପ ନିଆଯାଉଛି । ସେହିଭଳି ସରକାରଙ୍କ ପକ୍ଷରୁ କମ୍ପାନୀକୁ ଭିତ୍ତିଭୂମି ପାଇଁ ଜମି ଓ ଆବଶ୍ୟକ ପାଣି ବି ଦିଆଯାଉଛି ।

Share in top social networks!