ତାରିଣୀ ପୀଠରେ ଗଦା ହୋଇ ରହିଛି ୧୦ଲକ୍ଷ ମାନସିକ ନଡିଆ

ଘଟଗାଁ ତାରିଣୀ ମନ୍ଦିର ପରିସରରେ ୧୦ଲକ୍ଷରୁ ଉର୍ଦ୍ଧ ମାନସିକ ନଡିଆ ପାହାଡ ସାଦୃଶ ପଡି ରହିବା ଯୋଗୁଁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି |

Read more
Powered By Indic IME