ତୈଳ ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟର ସମୀକ୍ଷା

ପୁରୀ ଶ୍ରୀମନ୍ଦିରରେ ଚାଲିଥିବା ଆର୍କୋଲଜିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ସଂରକ୍ଷଣ ଓ ମରାମତି କାର୍ଯ୍ୟର ସମୀକ୍ଷା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି ।

Read more
Powered By Indic IME