ରାହୁଲ ଦ୍ରାବିଡ, ଭେଙ୍ଗସରକାର, ୱାଦେକର ପ୍ରଗତି ସ୍ପୋର୍ଟିଂର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଲେ

ରାଜଧାନୀର ସର୍ବପୁରାତନ କ୍ରିକେଟ କ୍ଲବ୍ ଭାବେ ପରିଚିତ ପ୍ରଗତି ସ୍ପୋର୍ଟିଂର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ବୁଧବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି |

Read more
Powered By Indic IME