ମୃତ୍ୟୁଦଣ୍ଡ ରୋକିପାରିବନି ଧର୍ଷଣ, ବଳାତ୍କାର : ନିଶ୍ଚଳାନନ୍ଦ

ଧର୍ଷଣ ବା ବଳାତ୍କାର ଘଟଣାରେ ମୃତ୍ୟୁଦଣ୍ଡକୁ ନାପସନ୍ଦ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ | ମୃତ୍ୟୁଦଣ୍ଡ ଆଦୌ ଧର୍ଷଣ, ବଳାତ୍କାର ଭଳି ଘଟଣାକୁ ବନ୍ଦ କରିପାରିବ ନାହିଁ |

Read more
Powered By Indic IME