ହରିରାଜପୁର ଅଞ୍ଚଳରୁ ମିଳିଥିବା କଙ୍କାଳ ୪ ହଜାର ବର୍ଷ ତଳର: ଉତ୍କଳ ବିଶ୍ୱବିଦ୍ୟାଳୟ ନୃତତ୍ଵବିଭାଗ

ଦେଲାଙ୍ଗର ହରିରାଜପୁର ବଅଙ୍ଗ ନିକଟରୁ ମିଳିଥିବାଥିବା ନରକଙ୍କାଳ ପାଖାପାଖି ୪ ହଜାର ବର୍ଷ ତଳର ବୋଲି ଉତ୍କଳବିଶ୍ଵବିଦ୍ୟାଳୟ ବାଣୀବିହାର ନୃତତ୍ଵବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ

Read more
Powered By Indic IME