ମନ୍ତ୍ରୀ ମାନିଲେ ,କ୍ରସର ପରିବେଶ ପ୍ରଦୂଷଣ କରୁଛି

ପଥର କ୍ରସର ଯୋଗୁଁ ପରିବେଶ ପ୍ରଦୂଷଣ ହେଉଛି । ଷ୍ଟିଲପ୍ଳାଣ୍ଟ,ପାୱାର ପ୍ଳାଣ୍ଟ ଆଦି ଯୋଗୁଁ ବାୟୁମଣ୍ଡଳ ବିଷାକ୍ତ ହେଉଛି । ଚାଷ ବି କ୍ଷତିଗ୍ରସ୍ତ ହେଉଛି ।

Read more
Powered By Indic IME