ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦେଶ :ପ୍ରତିହାରୀ ନିଯୋଗ କାର୍ଯ୍ୟଳୟ ଭାଙ୍ଗିବ

ପୁରୀ ଶ୍ରୀ ମନ୍ଦିର ପାର୍ଶ୍ଵରେ ଥିବା ପ୍ରତିହାରୀ ନିଯୋଗ କାର୍ଯ୍ୟଳୟ ଗୃହର କିଛି ଅଂଶ ଭାଙ୍ଗି ଦେବା ପାଇଁ ହାଇକୋର୍ଟ ଆଜି ଅନ୍ତରୀଣ ନିର୍ଦେଶ ଦେଇଛନ୍ତି ।

Read more
Powered By Indic IME