ପ୍ରାଚୀନ ଐତିହ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ଓ ଖନନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ-ସଂସ୍କୃତି ମନ୍ତ୍ରୀ

ଓଡିଶାର ଲୁକ୍କାୟିତ ପ୍ରାଚୀନ ଐତିହ୍ୟ ଓ ସଂସ୍କୃତିକୁ ଗବେଷକ,ପର୍ଯ୍ୟଟକ ଓ ଲୋକଲୋଚନକୁ ଆଣିବା ପାଇଁ ସଚିବାଳୟସ୍ଥ ପ୍ରକୋଷ୍ଠରେ ପର୍ଯ୍ୟଟନ,ସଂସ୍କୃତି,ଯୋଜନା,ଓ ସମନ୍ଵୟ ,ଆଇନମନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତିଙ୍କ ଅଧ୍ୟକ୍ଷତାରେ

Read more