ବୈଷୟିକ ଶିକ୍ଷାନୁଷ୍ଠାନ ଓ ମେଡିକାଲ କଲେଜରେ ନାମଲେଖା ଓ ଫିସ୍ ଆଦାୟ ସମ୍ପର୍କିତ ତୃତୀୟ କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ

ରାଜ୍ୟରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନ/ମେଡିକାଲ କଲେଜମାନଙ୍କରେ ନାମଲେଖା, ଫିସ୍ ନିର୍ଦ୍ଧାରଣ, ବିଭିନ୍ନ ସଂରକ୍ଷଣ ବ୍ୟବସ୍ଥା ପ୍ରଭୃତି ସମ୍ପର୍କରେ ଏକ ନିର୍ଦ୍ଧିଷ୍ଟ ନିୟମ ପ୍ରଚଳନ ନିମନ୍ତେ ତୃତୀୟ କ୍ୟାବିନେଟ୍

Read more