ବିଜେପୁରବାସୀଙ୍କ ନିକଟରେ ଆମେ କୃତଜ୍ଞ, ବିକାଶର ଏଜେଣ୍ଡା ଆହୁରି ଶକ୍ତିଶାଳୀ ହେବ

ବିଜେପୁର ଜନସାଧାରଣ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ବିପୁଳ ସମର୍ଥନ ଓ ସଦ୍ଧିଚ୍ଛା ଜ୍ଞାପନ କରିଥିବାରୁ ବିଜେପୁରବାସୀଙ୍କ

Read more

ଚିଟ ଫଣ୍ଡ ମହାଦୁର୍ନୀତିରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସାମିଲ ଅଭିଯୋଗ ପରିପ୍ରେକ୍ଷୀରେ ତାଙ୍କୁ ତଦନ୍ତ ପରିସର ଭୂକ୍ତ କରାଯାଉ: ବିଜେପି

 ବିନା ଅଭିଜ୍ଞତାରେ ସିସୋର ଓ ଗ୍ରୀନରେ ଭଳି ଦୁଇଟି ଠକ ଚିଟଫଣ୍ଡ କମ୍ପାନୀକୁ ଗୁରୁତ୍ୱପୂର୍ଣ ସ୍ୱାସ୍ଥ୍ୟ ସମ୍ପର୍କିତ କାମରେ ନିୟୋଜିତ କରିଥିଲେ ଶ୍ରୀ ଆଚାର୍ଯ୍ୟ 

Read more

୧୦ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ୨୦ ହଜାର କୋଟି ଟଙ୍କା ସହ ନୁହେଁ, ଚିଟଫଣ୍ଡ ଲୁଟେରାଙ୍କ ସହ ଅଛି ବିଜେଡି : ବିଜେପି

 ପାପ କରିଛନ୍ତି ଅଥଚ ପ୍ରାୟଶ୍ଚିତ କରିବାକୁ ଡରୁଛନ୍ତି  ପ୍ରଭାତ ବିଶ୍ୱାଳଙ୍କୁ ରାଜରାସ୍ତାରେ ବିଜେଡିର ସମର୍ଥନକୁ ନିନ୍ଦା  ଚିଟଫଣ୍ଡ ଲୁଟେରାଙ୍କୁ ସାଥ ଦେଉଥିବା ବିଜେଡି

Read more

ତୈଳ ଦର ବୃଦ୍ଧି ପ୍ରତିବାଦରେ ସକାଳ ୭ଟା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଜେଡିର ରାଜ୍ୟାବ୍ୟାପୀ ‘ହକ୍‍ ପାଇଁ ହରତାଲ୍‍’

ତୈଳ ଦର ବୃଦ୍ଧି କରି କେନ୍ଦ୍ର ବିଜେପି ସରକାର ଓଡ଼ିଶା ତଥା ଦେଶର ଗରିବ ଜନସାଧାରଣଙ୍କୁ ଲୁଟ୍‍ କରି ଘରୋଇ ତୈଳ କମ୍ପାନୀଗୁଡିକୁ ଲାଭ ଦେଉଛନ୍ତି ।

Read more

ଜିଏସଟି କାଉନ୍ସିଲ ମନ୍ତ୍ରୀସ୍ତରୀୟ କମିଟିରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା

ଦେଶରେ ଦ୍ରବ୍ୟ ଓ ସେବାକର କାର୍ଯ୍ୟକାରୀ କରୁଥ#ବା ପ୍ରମୁଖ ସଂସ୍ଥା ଦ୍ରବ୍ୟ ଓ ସେବାକର କାଉନ୍ସିଲ (ଜିଏସଟି କାଉନ୍ସିଲ)ର ମନ୍ତ୍ରୀସ୍ତରୀୟ କମିଟିରେ ଅର୍ଥ ଓ ଅବକାରୀ ମନ୍ତ୍ରୀ

Read more

୩ ଦିନିଆ ଓଡିଶା ଗସ୍ତରେ ଆସନ୍ତା କାଲି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ

ରାଜ୍ୟରେ ପାର୍ଟିର ସାଂଗଠନିଳ କାର୍ଯ୍ୟକଳାପର ସମୀକ୍ଷା କରିବା ପାଇଁ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ ଆସନ୍ତା କାଲି ଓଡିଶା

Read more

ଓଡିଶାର ବିକାଶ ପାଇଁ ମୋଦି ସରକାରଙ୍କ ଦ୍ୱାରା ବିଗତ ୩ ବର୍ଷରେ ୩୯୪୯୯୪ କୋଟି ଟଙ୍କାର ଅନୁଦାନ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା

ଭୂବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଆଜି ସାମ୍ବାଦିକମାନଙ୍କୁ ଭେଟି ସାମ୍ବାଦିକ ସମ୍ମିଳନୀରେ ଉଦ୍ ବୋଧନ ଦେଇଥିବା ବକ୍ତବ୍ୟର ମୁଖ୍ୟ ଅଂଶ । 

Read more

ଅର୍ଥମନ୍ତ୍ରୀଙ୍କୁ ଓଡ଼ିଶା ପୋଲିସ ମହାସଂଘ ପକ୍ଷରୁ କୃତଜ୍ଞତା

ଓଡ଼ିଶା ପୋଲିସ କନ୍ଷ୍ଟେବଳ, ହାବିଲଦାର, ସିପାହୀ ମହାସଂଘର କର୍ମକର୍ତ୍ତା ତଥା ସଦସ୍ୟବୃନ୍ଦ ଆଜି ଅର୍ଥ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରାଙ୍କୁ ସାକ୍ଷାତ କରି ସପ୍ତମ ବେତନ କମିଶନ

Read more

ସ୍ୱାୟତ ଶାସନ ଦିବସ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ସରକାରଙ୍କ ବିଧାନସଭାରେ ଉତର ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଘୋଷଣା ସର୍ବସ୍ୱ ସରକାର ଚଳାଉଛନ୍ତି : ବିଜେପି  ଗୃହ ନିର୍ମାଣ ନେଇ ୨୦.୧୧.୨୦୧୫

Read more

ଆନେ୍ଦାଳନକାରୀ ଶିକ୍ଷକ ମାନଙ୍କୁ ସମର୍ଥନ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ସମାଧାନ କରନ୍ତୁ ଶିକ୍ଷକଙ୍କ ସମସ୍ୟା

• ଶିକ୍ଷା ସହିତ ରାଜ୍ୟର ୩୦ ଲକ୍ଷ ଛାତ୍ରଙ୍କ ଭବିଷ୍ୟତ ଜଡିତ • ହଜାରେ ବା ଦୁଇ ହଜାର କୋଟିରୁ ଅଧିକ ଏ ବାବଦରେ ଖର୍ଚ ଯୁକ୍ତିଯୁକ୍ତ

Read more
Powered By Indic IME