୧୦ ବର୍ଷ ଭିତରେ ଓଡିଶାରୁ ଗରିବ ହଟିବ : ଅର୍ଥମନ୍ତ୍ରୀ

ଗତମାସ ୨୫ ରୁ ଚଳିତ ମାସ ୩ ତାରିଖ ପର୍ଯ୍ୟନ୍ତ ସାଉଥ୍ ଆଫ୍ରିକା ଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗଦେଇଥିଲେ ଓଡିଶାର ଅର୍ଥମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ

Read more
Powered By Indic IME