ଜାତୀୟ ଜନଜାତି ମହୋତ୍ସବରେ ଯୋଗ ଦେବେ ଓଡିଶାର ୬୨ ଜନଜାତିବର୍ଗର ୨୦୦୦ ପ୍ରତିନିଧି

-ନୂଆଦିଲ୍ଲୀରେ ଅକ୍ଟୋବର ୨୫ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହେବ ଏହି ଜାତୀୟ ମହୋତ୍ସବ -୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କରିବେ ଉଦ୍ଘାଟନ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ

Read more