ସମାଜ ସହ ଗଭୀର ଏବଂ ଓତଃପ୍ରୋତଭାବେ ଜଡ଼ିତ ହେବାପାଇଁ ଏନ୍ଆଇଟିମାନଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ

ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଆଜି (ଅକ୍ଟୋବର ୨୯, ୨୦୧୪) ରାଷ୍ଟ୍ରପତି ଭବନଠାରେ ନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି)ର ନିର୍ଦେଶକମାନଙ୍କ ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି

Read more