ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୧୭ ପରୀକ୍ଷା ଫଳ ପ୍ରକାଶିତ ଉତ୍ତୀର୍ଣ୍ଣ ହାରରେ ଅଭିବୃଦ୍ଧି

ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକ୍ଟେ ପରୀକ୍ଷା-୨୦୧୭ର ପରୀକ୍ଷା ଫଳ ପ୍ରକାଶ ପାଇଛିା ଆଜି ପୂର୍ବାହ୍ନ ୯.୩୦ ସମୟରେ କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ପ୍ରକାଶ କରିଥ#ଲୋ ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀ ସୁଶାନ୍ତ କୁମାର ଦାସ, ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥ#ଲୋ ଚଳିତ ବର୍ଷ ମୋଟ ପାସ୍ ହାର ୮୫.୨୮ ପ୍ରତିଶତ ହୋଇଛି ଏବଂ ଗତବର୍ଷଗୁଡିକ ତୁଳନାରେ ଉତ୍ତୀର୍ଣ୍ଣ ହାରରେ ଅଭିବୃଦ୍ଧି ଘଟିଛିା ଗତବର୍ଷ ମୋଟ ପାସ୍ ହାର ୮୩.୭୨ ପ୍ରତିଶତ ଥ#ଲାବେଳେ ୨୦୧୫ ମସିହାରେ ୮୦.୯୩ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ
ହୋଇଥ#ଲୋ ଅନ୍ୟବର୍ଷ ତୁଳନାରେ ଏବଂ ଅନ୍ୟ ରାଜ୍ୟର ବୋର୍ଡ ତୁଳନାରେ ଚଳିତବର୍ଷ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ଶୀଘ୍ର ଓ ନିର୍ଭୁଲ ପ୍ରକାଶ ପାଇଥ#ବା ଯୋଗୁଁ ମନ୍ତ୍ରୀ ଶ୍ରୀ ମିଶ୍ର ବୋର୍ଡ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧ#କାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତିା ଏଥ# ସହିତ ମାଓ ଉପଦ୍ରବ ଅଞ୍ଚଳ ସମେତ ସାରା ରାଜ୍ୟରେ ମୋଟ ୨୯୩୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ସୁଚାରୁରୂପେ ସଂପନ୍ନ ହୋଇ ପରୀକ୍ଷା ଫଳ ପ୍ରକାଶ ପାଇଥ#ବା ଯୋଗୁଁ ମନ୍ତ୍ରୀ ଶ୍ରୀ ମିଶ୍ର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତିା
ସୂଚନାଯୋଗ୍ୟ ଯେ ଚଳିତବର୍ଷ ୧୦ମ ଶ୍ରେଣୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ନିମନ୍ତେ ମୋଟ ୬ ଲକ୍ଷ ୫ ହଜାର ୭୧ ଜଣ ଫର୍ମ ପୂରଣ କରିଥ#ବା ବେଳେ ମୋଟ ୫ ଲକ୍ଷ ୯୦ ହଜାର ୯୮୨ ଜଣ ପରୀକ୍ଷା ଦେଇଥ#ଲୋ ଏଥ# ମଧ୍ୟରୁ ୫ ଲକ୍ଷ ୨ ହଜାର ୯୯୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ୮୬ ହଜାର ୮୦୨ ଜଣ କୃତକାର୍ଯ୍ୟ ହୋଇପାରିନାହାନ୍ତିା ଗତବର୍ଷ ୪ ଲକ୍ଷ ୮୯ ହଜାର ୭୨୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥ#ବା ବେଳେ ୨୦୧୫ ମସିହାରେ ୪ ଲକ୍ଷ ୬୪ ହଜାର ୩୭୩ ଜଣ ଉତ୍ତୀର୍ଣ୍ଣ ହୋଇଥ#ଲୋ ମୋଟ ପାସ କରିଥ#ବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ଲକ୍ଷ ୪୭ ହଜାର ୯୪୮ ଜଣ ଛାତ୍ର ଏବଂ ୨ ଲକ୍ଷ ୫୫ ହଜାର ୫୧ ଜଣ ଛାତ୍ରୀ ଅଟନ୍ତିା ଏଥ# ମଧ୍ୟରୁ “ଏ-୧’ ଗ୍ରେଡ୍ରେ ୨୪୧୬ ଜଣ, “ଏ-୨’ ଗ୍ରେଡ୍ରେ ୨୩୪୯୦ ଜଣ, “ବି-୧’ ଗ୍ରେଡ୍ରେ ୬୨୧୯୩ ଜଣ ଏବଂ “ବି-୨’ ଗ୍ରେଡ୍ରେ ୧୦୨୩୯୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ
ହୋଇଛନ୍ତିା ଏହି ଗ୍ରେଡ୍ରେ ଚଳିତ ବର୍ଷ ମୋଟ ୧,୯୦,୪୯୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥ#ବା ବେଳେ ୨୦୧୬ ବର୍ଷରେ ୧,୬୬,୩୮୮ ଜଣ ଏବଂ ୨୦୧୫ରେ ୧,୪୭,୮୭୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥ#ଲୋ ସେହିପରି ଚଳିତବର୍ଷ ମଧ୍ୟ ବିଗତ ବର୍ଷ ଅପେକ୍ଷା ଅଧ#କ ସଂଖ୍ୟାରେ ଛାତ୍ରଛାତ୍ରୀ ୬୦ ପ୍ରତିଶତ କିମ୍ବା ତଦୂ–ର୍ ନମ୍ବର ରଖ# ଉତ୍ତୀର୍ଣ୍ଣ ହୋଇଛନ୍ତିା ଚଳିତ ବର୍ଷ ୩୭.୮୭ ପ୍ରତିଶତ ଛାତ୍ରଛାତ୍ରୀ ୬୦ ପ୍ରତିଶତ ଓ ତଦୂ–ର୍ ନମ୍ବର ରଖ#ଥ#ବା ବେଳେ ଏହି ହାର ୨୦୧୬ରେ ୩୩.୯୮ ପ୍ରତିଶତ ଏବଂ ୨୦୧୫ ବର୍ଷରେ ୩୧.୮୪ ପ୍ରତିଶତ ଥ#ଲାା ସେହି ଭଳି ଚଳିତ ବର୍ଷ ୯୦ ପ୍ରତିଶତ କିମ୍ବା ତଦୂ–ର୍ ନମ୍ବର ରଖ#ଥ#ବା ଛାତ୍ରଛାତ୍ରୀ ୦.୪୮ ପ୍ରତିଶତ ହୋଇଥ#ବା ବେଳେ ୨୦୧୬ ବର୍ଷରେ ଏହି ହାର ୦.୩୫ ପ୍ରତିଶତ ଏବଂ ୨୦୧୫ରେ ୦.୩୨ ପ୍ରତିଶତ ଥ#ଲାା
ସେହିପରି ୨୦ ହଜାରରୁ ଊ–ର୍ ପରୀକ୍ଷା ଦେଇଥ#ବା ୧୩ଟି ଜିଲ୍ଲା ମଧ୍ୟରୁ ବାଲେଶ୍ୱର ଜିଲ୍ଲାର ସର୍ବାଧ#କ ପାସ ହାର ୯୩.୩୨ ପ୍ରତିଶତ ହୋଇଥ#ବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ପାସହାର ୭୪.୯୭ ପ୍ରତିଶତ ହୋଇଛିା ସେହିପରି ଅନ୍ୟ ୧୭ଟି ଜିଲ୍ଲାରେ ଯେଉଁଠାରେ ୨୦ ହଜାରରୁ କମ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥ#ଲେ ସେମାନଙ୍କ ମଧ୍ୟରୁ ଦେବଗଡ ଜିଲ୍ଲାର ସର୍ବାଧ#କ ପାସହାର ୯୬.୪୯ ପ୍ରତିଶତ ହୋଇଥ#ବା ବେଳେ ସର୍ବନିମ୍ନ ୭୩.୮୯ ପ୍ରତିଶତ ପାସ ହାର ମାଲକାନଗିରି ଜିଲ୍ଲାରେ ହୋଇଛିା ଗତବର୍ଷ ଅଳ୍ପ କେତୋଟି ଜିଲ୍ଲାରେ ଭଲ ଗ୍ରେଡ୍ ରଖ# ପାସ ହାର ଅଧ#କ ହୋଇଥ#ବା ବେଳେ ଚଳିତ ବର୍ଷ ପ୍ରାୟ ସବୁ ଜିଲ୍ଲାରେ ପାସ ହାର ଅଧ#କ ହୋଇଛି ବୋଲି ବୋର୍ଡ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶା ସେହିପରି ଚଳିତବର୍ଷ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୋଟ ପାସ ହାର ୮୮.୬୩ ପ୍ରତିଶତ ହୋଇଥ#ବା ବେଳେ ଛାତ୍ରମାନଙ୍କ ପାସ ହାର ୮୮.୩୫ ପ୍ରତିଶତ ଏବଂ ଛାତ୍ରୀମାନଙ୍କ ପାସ ହାର ୮୯.୧୮ ପ୍ରତିଶତ ହୋଇଛିା ସେହପରି ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କ ମୋଟ ପାସ ହାର ୮୧.୭୮ ପ୍ରତିଶତ ହୋଇଥ#ବା ବେଳେ ଏଥ# ମଧ୍ୟରୁ ଛାତ୍ରଙ୍କ ପାସ ହାର ୮୧.୦୯ ପ୍ରତିଶତ ଓ ଛାତ୍ରୀଙ୍କ ପାସ ହାର ୮୧.୦୩ ପ୍ରତିଶତ ହୋଇଛିା ସେହିପରି ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ମୋଟ ପାସ ହାର ୮୩.୬୭ ପ୍ରତିଶତ ହୋଇଥ#ବା ବେଳେ ଛାତ୍ରଙ୍କ ପାସହାର ୮୨.୯୭ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସ ହାର ୮୪.୭୬ ପ୍ରତିଶତ ହୋଇଛିା
ସେହିପରି ଅନୁଷ୍ଠିତ ହୋଇଥ#ବା ମଧ୍ୟମା ପରୀକ୍ଷାରେ ମଧ୍ୟ ପାସହାର ଗତବର୍ଷ ତୁଳନାରେ ଅଭିବୃଦ୍ଧି ଘଟିଛିା ଫର୍ମ ପୂରଣ କରିଥ#ବା ମୋଟ ୪୨୮୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୮୯୦ ଜଣ ପରୀକ୍ଷା ଦେଇଥ#ବା ବେଳେ ଏଥ#ରେ ୯୧.୪୨ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତିା ଗତବର୍ଷ ମଧ୍ୟମା ପରୀକ୍ଷାର ପାସହାର ୮୮.୯୧ ପ୍ରତିଶତ ଥ#ଲାା ଏଥ#ରେ ୪୮ ଜଣ “ଏ୨’ ଗ୍ରେଡ୍, ୬୬୭ ଜଣ “ବି୧’ ଗ୍ରେଡ୍, ୧୦୧୧ ଜଣ “ବି୨’ ଗ୍ରେଡ୍, ୮୮୧ ଜଣ ଗ୍ରେଡ୍”ସି’, ୬୫୫ ଜଣ ଗ୍ରେଡ୍ “ଡି’, ୨୩ ଜଣ ଗ୍ରେଡ୍”ଇ’, ୨୪୬ ଜଣ କମ୍ପାର୍ଟମେଣ୍ଟାଲ୍ ଏବଂ ୩୩୧ ଜଣ ଗ୍ରେଡ୍ “ଏଫ୍’ ଲାଭ କରିଛନ୍ତିା
ଚଳିତବର୍ଷ ୭୦୦ରୁ ଊ–ର୍ ବିଦ୍ୟାଳୟରେ ଶତପ୍ରତିଶତ ପିଲା ପାସ ହୋଇଛନ୍ତିା ଯେଉଁସବୁ ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶ୍ରୀମତୀ ଚୋପ୍ରା କହିଛନ୍ତିା ହାଇସ୍କୁଲ ସ୍ତରର ପଛୁଆ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ନିମନ୍ତେ ଉତ୍କର୍ଷ ଯୋଜନା ପ୍ରଣୟନ କରାଯାଇଛିା ସେହିପରି ବିଦ୍ୟାଳୟ ସ୍ତରରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ପ୍ରୋଜେକଫ ମନିଟରିଂୟୁନିଟ୍ର ବ୍ୟବସ୍ଥା କରାଯିବା ସହିତ ବିଦ୍ୟାଳୟ ସ୍ତରରେ ଗଣିତ ଓ ଶିକ୍ଷାଦାନ ମାନର ବୃଦ୍ଧି ନିମନ୍ତେ ବେସରକାରୀ ସଂସ୍ଥା କୁସୁମା ଫାଉଣ୍ଡେସନ୍ ଏବଂ ଅକ୍ଷରା ଫାଉଣ୍ଡେସନ୍ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତିା

Share in top social networks!

ଶେଷ ହେଲା ମେଟ୍ରିକ ପରୀକ୍ଷା :ମାର୍ଚ୍ଚ ୧୭ରୁ ହେବ ଖାତା ଦେଖା,ଏପ୍ରିଲ ଶେଷ ସୁଦ୍ଧା ପ୍ରକାଶ ପାଇବା ପରୀକ୍ଷା ଫଳ

19 H.S.C EXAM.ASHOK (1)ଗତ ଫେବୃୟାରୀ ମାସ ୨୫ ରେ ଆରମ୍ଭ ହୋଇଥିବା ମାଟ୍ରିକ୍ ପରୀକ୍ଷା ଆଜି ଶେଷ ହୋଇଛି । ମାର୍ଚ୍ଚ ୧୭ତାରିଖରୁ ଖାତା ଦେଖା ଆରମ୍ଭ ହେବ ଏବଂ ଏପ୍ରିଲ ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଶ୍ରୀ ଦକ୍ଷ ପ୍ରସାଦ ନନ୍ଦ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ,ଖାତା ଦେଖା ସମୟ ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ । ସେଥିପାଇଁ ୭୪ଟି ମୂଲ୍ୟାୟନ କେନ୍ଦ୍ର ଖୋଲାଯାଇଛି । ୨୩ହଜାର ନିରୀକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଉଲ୍ଲେଖନୀୟଯେ,ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଚଳିତବର୍ଷର ମେଟ୍ରିକ ପରୀକ୍ଷା ଗତ ଫେବୃୟାରୀ ୨୫ରୁ ଆରମ୍ଭ ହୋଇଥିଲା । ଏହି ପରୀକ୍ଷାରେ ୨୪୯୨ଟି ପରୀକ୍ଷା କେନ୍ଦ୍ରରେ ରେଗୁଲାର ବିଭାଗରେ ପାଖାପାଖି ୫ଲକ୍ଷ ୯୭ହଜାର ୧୫୯ଜଣ ଛାତ୍ରଛାତ୍ରୀ ଓ ଏକ୍ସ ରେଗୁଲାର ରେ ୬୩ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ନୂଆ ଫର୍ମାଟରେ ପରୀକ୍ଷା ଦେଇଛନ୍ତି । ପ୍ରଥମ ଥର ପାଇଁ ପରୀକ୍ଷାର୍ଥୀ ମାନେ ନିଜ ସ୍କୁଲରେ ପରକ୍ଷା ଦେଇଥିଲେ ।

ଯେଉଁ ସ୍କୁଲ ଗୁଡିକ ପରୀକ୍ଷା କେନ୍ଦ୍ର ଭାବେ ଗ୍ରହଣ କରାଯାଇ ନାହିଁ ସେହିବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୧୦କିଲୋମିଟର ଅଞ୍ଚଳ ମଧ୍ୟରେ ରହିଥିବା ପାଖାପାଖି ସ୍କୁଲରେ ପରୀକ୍ଷା ଦେଇଥିଲେ । ଗତ ବର୍ଷ ପ୍ରଶ୍ନ ପତ୍ର ଲିକ୍ ହୋଇଥିବା କାରଣରୁ ଚଳିତବର୍ଷ ସୁରକ୍ଷାର କଡା ବ୍ୟବସ୍ଥା କରାଯାଇଥିଲା ।

Share in top social networks!