ମହାନଦୀରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣ ବିରୋଧରେ ବିଜୁ ଯୁବ ଜନତା ପକ୍ଷରୁ ୧୫ଟି ଜିଲ୍ଲାରେ ଆନେ୍ଦାଳନ ଡାକରା

ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ନିର୍ମାଣକୁ ନେଇ ଓଡ଼ିଶାର ସ୍ୱାର୍ଥ ପ୍ରତି ଅବମାନନା ବିରୋଧରେ ବିଜୁ ଜନତା ଦଳ ପ୍ରଚଣ୍ଡ ସ୍ୱର ଉତ୍ତୋଳନ କରିଛି।

Read more
Powered By Indic IME