ପ୍ରଧାନମନ୍ତ୍ରୀ ପତ୍ର ଲେଖି ଅଭିନନ୍ଦନ ଜଣାଇଲେ ଯୁଗାନ୍ତକାରୀ ଓ ଐତିହାସିକ : ଦିଲୀପ

ସାମଗ୍ରୀ ଓ ସେବା ଟିକସକୁ ରାଉରକେଲାର ବିଜେପି ବିଧାୟକ ଦିଲୀପ ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁଗାନ୍ତକାରୀ ଓ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି ।

Read more

“କ୍ଷୁଧାର୍ତ୍ତ’ଙ୍କ ପାଇଁ ଆହାର ଯୋଜନା:୫ ଟଙ୍କିଆ ଭାତ ଡାଲ୍ମା ପାଇଁ ୧୫ ଟଙ୍କାର ରିହାତି : କେବିକେକୁ ଅଣଦେଖା

ସହରାଞ୍ଚଳର “କ୍ଷୁଧାର୍ତ୍ତ’ ଲୋକମାନଙ୍କୁ ୫ ଟଙ୍କାରେ ଯେଉଁ ଶସ୍ତା ଭାତ ଡାଲ୍ମା ଯୋଗାଯାଉଛି ତାହାର ପ୍ରକୃତ ମୂଲ୍ୟ ୨୦ ଟଙ୍କା ହୋଇଥ#ବା ବେଳେ ଅବଶିଷ୍ଟ ୧୫ ଟଙ୍କା

Read more

ପ୍ରାୟ ୧୦ହଜାର ପଦବୀ ଖାଲି ଯୋଗୁ ସ୍ୱାସ୍ଥ୍ୟ ବିଭାଗ କୋମାରେ: ତୁରନ୍ତ ଖାଲି ପଦବୀ ପୂରଣ ପାଇଁ ଦିଲିପ ରାୟଙ୍କ ଦାବି

ଓଡ଼ିଶାର ସରକାରୀ ଡାକ୍ତରଖା[ାଗୁଡ଼ିକରେ ଏବେ ପ୍ରାୟ ୨୦୦୦ ଡାକ୍ତର ପଦବୀ ଖାଲିପଡ଼ିଛି । ସେଥ#ମଧ୍ୟରୁ ସରକାରୀ ମେଡ଼ିକାଲ କଲେଜଗୁଡ଼ିକରେ ଖାଲିପଡ଼ିଥ#ବା ଡାକ୍ତର ପଦବୀ ସଂଖ୍ୟା ପାଖାପାଖ# ୫୦୦

Read more

ସଡ଼କ ଦୁର୍ଘଟଣା: ୧୧ବର୍ଷରେ ମରିଛନ୍ତି ୩୭ହଜାର ଲୋକ; ୪୨୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ନଷ୍ଟ

ସଡ଼କ ଦୁର୍ଘଟଣା ଯୋଗୁ ଓଡ଼ିଶାରେ ୧୧ ବର୍ଷ ଭିତରେ ପ୍ରାୟ ୩୭ହଜାର ଲୋକ ମରିଥିବା ବେଳେ ୪୨୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି

Read more