ନବୀନ ପୁଣି ନିର୍ଦ୍ଵନ୍ଦ୍ଵରେ ବିଜେଡିର ସଭାପତି ନିର୍ବାଚିତ

ଲଗାତର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ (ବିଜେଡି)ର ସଭାପତି ନିର୍ବାଚିତ ହୋଇଛନ୍ତି, ନିର୍ଦ୍ଵନ୍ଦ୍ଵରେ | ଆଉ ନିର୍ବାଚନ ହେବ ନାହିଁ |

Read more
Powered By Indic IME