ବିଜେଡି ସଭାପତି ନିର୍ବାଚନ ୨୮ରେ , ୨୫ରେ ନାମାଙ୍କନ ପତ୍ର ଦାଖଲ

ବିଜେଡି ରାଜ୍ୟ ପରିଷଦ ତାଲିକା ପ୍ରକାଶ ପାଇଛି | ନିର୍ବାଚନ ନୁହେଁ, ବରଂ ମନୋନୟନ ଭିଟଟିରେ ଏହି ତାଲିକା ୩୩୨ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି |

Read more
Powered By Indic IME