ହରତାଳକୁ ସଫଳ କରାଇଥିବାରୁ ଓଡିଶା ବାସୀଙ୍କୁ ବିଜୁ ଜନତା ଦଳର ଧନ୍ୟ ବାଦ

ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଓ ସ୍ଵତନ୍ତ୍ର ଅନୁଦାନ ଦାବିରେ ରାଜ୍ୟ ବ୍ୟାପୀ ଶାନ୍ତି ପୂର୍ଣ୍ଣ ହରତାଳକୁ ରାଜ୍ୟର ଯୁବକ,ଛାତ୍ର,ମହିଳା ,ଶ୍ରମିକ,କର୍ମଚାରୀ,ବୁଦ୍ଧିଜୀବୀ,ଆଇନଜୀବୀ,ଗଣମାଧ୍ୟମ ପ୍ରତିନିଧି ସ୍ଵତସ୍ପୃତ ସମର୍ଥନ

Read more
Powered By Indic IME