ଅପରାଜିତାଙ୍କୁ କେନ୍ଦ୍ରରେ ମନରେଗା ଦାୟିତ୍ଵ

ଅପରାଜିତା ଷଡଙ୍ଗୀଙ୍କୁ କେନ୍ଦ୍ରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ରେ ଯୁଗ୍ମସଚିବ ଭାବେ ନିଯୁକ୍ତି ମିଳିଛି । ଆଜି ତାଙ୍କ ନିଯୁକ୍ତି ଫାଇଲରେ ପ୍ରଧାନମନ୍ତ୍ରୀ ଦସ୍ତଖତ କରିଛନ୍ତି ।

Read more