ଓଡିଶାରେ ସରକାର ବିରୋଧୀ ଜନ ଆକ୍ରୋଶ ଅଧିକ ତୀବ୍ର ହୋଇଛି : ଅମିତ ଶାହା

ଉତର ପ୍ରଦେଶ, ଉତରାଖଣ୍ଡ ଓ ତ୍ରିପୁରାରେ ନିର୍ବାଚନ ପ୍ରଚାର ସମୟରେ ଯେଉଁ ଜନଭାବନା ଦେଖିଥିଲି ଓଡିଶାରେ ତା ଠାରୁ ଅଧିକ ତୀବ୍ର ସରକାର ବିରୋଧୀ ଜନଭାବନା ଦେଖୁଛି

Read more
Powered By Indic IME