କାଳିନ୍ଦୀ ଚରଣ ପାଣିଗ୍ରାହୀ (Kalandi Charana Panigrahi)

କାଳିନ୍ଦୀ ଚରଣ ପାଣିଗ୍ରାହୀ ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ ସବୁଜ ଯୁଗ ନାଆଁରେ ଏକ ନୂଆ ଯୁଗର ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା ।

ସାହିତ୍ୟ ସର୍ଜନା

ଯାଦୁଘର
ପୁରୀ ମନ୍ଦିର
ମହାଦୀପ

ମାଟିର ମଣିଷ
ଏହା ପରେ ଏକ ମୃଣାଳ ସେନଙ୍କ ନିର୍ଦ୍ଦେଶନାରେ ୧୯୬୬ରେ ଏକ ଚଳଚ୍ଚିତ୍ର ରୂପରେ ଆସିଥିଲା ।
ଲୁହର ମଟାଳ
ଲୁହର ମଣିଷ
ଅମରଚିତା
ମୁକ୍ତାଗଡ଼ର କ୍ଷୁଦ୍ଧା

ଦ୍ଵାଦଶୀ
ରାଶିଫଳ
ଶେଷ ରଶ୍ମୀ
ସାଗରିକା

ପଦ୍ମିନୀ
ପ୍ରିୟଦର୍ଶୀ

ଭକ୍ତକବି ମଧୁସୂଦନ
କର୍ମବୀର ଗୌରୀଶଙ୍କର
ଯାହା ଅଙ୍ଗେ ନିଭାଇଛି (ନିଜ ଆତ୍ମଜୀବନୀ)

ସାହିତ୍ୟ ସମାଚାର
ସାହିତ୍ୟିକ

ପଦ୍ମଭୂଷଣ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର

Share in top social networks!
Powered By Indic IME