NAVEEN NIWAS (2)

ବିଜେପିର ବିଧାୟକ ପ୍ରାର୍ଥୀ ବିଜେଡିରେ ଯୋଗଦେଲେ

ଭୁବନେଶ୍ୱର , April 26, 2018 (odishan): ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ୨୦୧୪ ସାଧାରଣ ନିର୍ବାଚନରେ ବରୀ ନିର୍ବାଚନ ମଣ୍ଡଳୀରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ନୀଳମଣି ସାମଲ ଆଜି ତାଙ୍କ ସମର୍ଥକଙ୍କ ସହ ଆସି ବିଧାୟକ ଦେବାଶିଷ ନାୟକଙ୍କ ନେତୃତ୍ୱରେ ନବୀନ … କ୍ରମଶଃ...

ପଞ୍ଚାୟତିରାଜ ଦିବସକୁ ନେଇ ବିଜେପି ରାଜନୀତି ନକରୁ: ବିଜୟ ନାୟକ

ଭୁବନେଶ୍ୱର , April 26, 2018 (odishan): ଏପ୍ରିଲ ୨୯ ପଞ୍ଚାୟତିରାଜ ଦିବସ ପାଳନ ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରକାରେ ପରାମର୍ଶ ଦେଇଥିଲେ ସେହି ପ୍ରକାରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିଦେ୍ର୍ଧଶନାମା ଜାରି କରାଯାଇଥିଲା । ଏହାକୁ ନେଇ ରାଜ୍ୟ ବିଜେପି ଅଯଥା ରାଜନୀତି କରୁଛି ବୋଲି ରାଜ୍ୟ ବିଜେଡି ସଂପାଦକ ବିଜୟ ନାୟକ କହିଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ … କ୍ରମଶଃ...

କେନ୍ଦୁଝର : ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗାଡ଼ି ଚାଳକମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର

କେନ୍ଦୁଝର, April 26, 2018 (A.R.KHAN): ଚଳିତ ଅପ୍ରେଲ ୨୩ରୁ ୩୦ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ସଡ଼କ ସୁରକ୍ଷା କମିଟି ଆନୁକୂଲ୍ୟରେ ନଗରଭବନଠାରେ ଗାଡ଼ି ଚାଳକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁÂିତ ହୋଇଯାଇଛି । ଆଂଚଳିକ ପରିବହନ ଅଧିକାରୀ ନିର୍ମଳ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ପ୍ରଶିକ୍ଷଣ ଶିବିରର ଉଦ୍ଘାଟନୀ ସମାରୋହରେ … କ୍ରମଶଃ...

ପାରଳା ମହାରାଜାଙ୍କ ଜୟନ୍ତୀ ଉପଲକ୍ଷେ ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର , April 26, 2018 (odishan): ନବ ଉତ୍କଳର ନିର୍ମାତା, ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣର କର୍ଣ୍ଣଧାର, ସାହିତ୍ୟାନୁରାଗୀ, ସୁଶାସକ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ଜୟଦେବ ଭବନ ପରିସରରେ ଏକ ବିରଳ ଫଟୋ ସମ୍ବଳିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛିା ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରଦର୍ଶନୀକୁ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି … କ୍ରମଶଃ...

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସଂପର୍କରେ ଉଚ୍ଚସ୍ତରୀୟ ବୈଠକ ବୈଠକ

ଭୁବନେଶ୍ୱର , April 24, 2018 (odishan): ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ବଜାୟ ରଖିବା ଉପରେ ଗୁରୁତ୍ୱ ବିଶେଷଜ୍ଞ ଡାକ୍ତରଙ୍କ ସମେତ ମୋଟ ୫୮୬ ଜଣ ଡାକ୍ତର ଓ ପାରାମେଡିକ ମୁତୟନ ହେବେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଆଜି … କ୍ରମଶଃ...