ବିଜୁ ଜନତା ଦଳରେ ଯୋଗଦେଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷାଙ୍କ ସହ ୫୦୦ରୁ ଊଦ୍ଧ୍ୱର୍ କର୍ମୀ

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପୂର୍ବତନ

Read more

ରାଜ୍ୟସ୍ତରୀୟ ଯୁବ ରେଡ୍କ୍ରସ୍ ପରାମର୍ଶଦାତା ସମାବେଶ; ଅନ୍ୟର ସେବାରେ ଜୀବନର ସାର୍ଥକତା ରହିଛି-ରାଜ୍ୟପାଳ

ପ୍ରେମ ସବୁ ରୋଗର ମହୌଷଧ#ା ଏହା ମାଧ୍ୟମରେ ଅନେକଙ୍କ ମୁହଁରେ ହସ ଫୁଟାଇ ହେବା ଅନ୍ୟର ସେବାରେ ନିଜ ଜୀବନର ସାର୍ଥକତା ରହିଛିା ଦୟା, ପ୍ରେମ, କରୁଣା

Read more

ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳାର ବିଂଶତମ ବକ୍ତୃତା; କୋହିନୂରର ଇତିହାସ ଉପରେ ଓ୍ୱିଲିୟମ୍ ଡାଲ୍ରିମ୍ପଲ୍ଙ୍କ ଆଲୋଚନା

ଆଜି ରାଜ୍ୟ ସଚିବାଳୟଠାରେ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳାର ବିଂଶତମ ବ୍ୟାଖ୍ୟାନ ଅନୁଷ୍ଠିତ ହୋଇଯାଇଛିା ଏଥ#ରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଲେଖକ, ସାମ୍ବାଦିକ ଓ ସାହିତି୍ୟକ ଶ୍ରୀ ଓ୍ୱିଲିୟମ୍ ଡାଲ୍ରିମ୍ପଲ୍

Read more

ନିର୍ବାଚନ ଇସ୍ତାହାରରେ ଚାଷୀ କଲ୍ୟାଣକୁ ଆମେ ଏକ ନମ୍ବରରେ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆମର ନିର୍ବାଚନ ଇସ୍ତାହାରରେ ଚାଷୀ କଲ୍ୟାଣକୁ ଆମେ ଏକ ନମ୍ବରରେ ରଖିଛୁ । ଆମର କାଳିଆ ଯୋଜନାରେ ଏ ପର୍ଯ୍ୟନ୍ତ ୪୦ଲକ୍ଷ ଚାଷୀ ଉପକାର ପାଇଲେଣି ।

Read more

ସିପିଆଇର ନିର୍ବାଚନ ଇସ୍ତାହାର ଉନ୍ମୋଚିତ

ଆସନ୍ତା ସପ୍ତଦଶ ଲୋକସଭା ଓ ଷୋଡ଼ଶ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ କମୁ୍ୟନିଷ୍ଟ ପାର୍ଟି, ଓଡ଼ିଶା ରାଜ୍ୟ ପରିଷଦର ନିର୍ବାଚନ ଇସ୍ତାହାର ପ୍ରକାଶିତ ଓ ଉନ୍ମୋଚିତ

Read more

ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ସମଗ୍ର ରାଜ୍ୟ ନିର୍ବାଚନୀ ବାତାବରଣରେ ସରଗରମ୍ ଥିବା ବେଳେ ଅନୁଭବୀ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦୁଇଟି ନୂଆ ପୁସ୍ତକ ଲୋକାର୍ପିତ ହୋଇଛି

Read more
Powered By Indic IME