କୋଣାର୍କ ପ୍ରସଙ୍ଗ: ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶର୍ମାଙ୍କ ଆଲୋଚନା; ଡିସେମ୍ବର ୧୦ରେ ହେବ ଓଡ଼ିଶାରେ ବୈଠକ

ଆଜି ପୂର୍ବାହ୍ନରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ମହେଶ ଶର୍ମାଙ୍କ ସହିତ

Read more

ଜିଲ୍ଲା ବିଜେପି ତରଫରୁ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

 ବିଜେପି କାର୍ଯ୍ୟକର୍ତାଙ୍କ ସହ ବହୁସଂଖ୍ୟାରେ ସାଧାରଣ ଜନତା, ପୂର୍ବତନ ବିଏମ୍ସି କର୍ମଚାରୀ ଓ ସଫେଇ କର୍ମଚାରୀ ଜଣାଇଲେ ସ୍ୱାଗତ  ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି

Read more

କନ୍ୟା ଅନମୋଲ ହୈ ର Y4C କର୍ମଶାଳା ଅନୁଷ୍ଠିତ

ସମାଜ ଗଠନରେ ଯୁବସମାଜ ର ଭୁମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।ସାମ୍ପ୍ରତିକ ସମାଜରେ ଶିଶୁକନ୍ୟା ନିର୍ଯ୍ୟାତନା ଏକ ବ୍ୟାଧି ପରି ଦିନକୁଦିନ ବ୍ୟାପିବାରେ ଲାଗିଛି।ଏହି ସମସ୍ୟାର ନିରାକରଣ ତଥାଶିଶୁ କନ୍ୟା

Read more

ଦିଲ୍ଲୀର ଇଣ୍ଡିଆ ଗେଟରେ ଓଡ଼ିଆ ପୁଅର ଷଷ୍ଠଦଶତମ ବୋଇତ ବନ୍ଦାଣ ଉତ୍ସବ

ଶତାଧିକ ଅଣ ଓଡ଼ିଆ ଏବଂ ବିଦେଶୀ ଭସାଇଲେ ଓଡ଼ିଆଙ୍କ ବୋଇତ ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ ସଂବାଦ ପତ୍ର “ଓଡ଼ିଆ ପୁଅ” ତରଫରୁ

Read more

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବଳରାମପୁର ସମେତ ୪ ପଞ୍ଚାୟତବାସୀ

ଢେଙ୍କାନାଳ ଜିଲ୍ଲାର ବଳରାମପୁର ପଞ୍ଚାୟତ ନିକଟସ୍ଥ ଜଙ୍ଗଲରେ ବଟଲିଂ ପ୍ଲାଣ୍ଟ ପାଇଁ ଚାଲିଥିବା ଆଖିବୁଜା ଗଛକଟାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବନ୍ଦ କରିବାକୁ ନିଦେ୍ର୍ଧଶ

Read more

ନବୀନ ପଟ୍ଟନାୟକଙ୍କୁ ଆଜି ଶତାଧିକ ମହିଳା କର୍ମକର୍ତ୍ତାମାନେ ନବୀନ ନିବାସରେ ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବ ଉପରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ

Read more

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପ ୨୧ରେ “ଓଡ଼ିଶା ଦିବସ’ ସମାରୋହ

ଦିଲ୍ଲୀର ପ୍ରଗତି ମଇଦାନ ପରିସରରେ ୩୮ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଛିା ଏହି ମେଳା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବା

Read more

ସମାଜସେବୀ ସରୋଜ କୁମାର ଦାଶଙ୍କୁ ୨୦୧୮ବର୍ଷ ପାଇଁ ଓଡ଼ିଶା ଯୁବ ପ୍ରେରଣା ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ପ୍ରତିଭାବାନ ଯୁବ ସମାଜସେବୀ ତଥା “କନ୍ୟା ଅନ୍ମୋଲ ହେ” ଅଭିଯାନର ପ୍ରତିÂାତା ଏବଂ ରାଷ୍ଟ୍ରୀୟ ସଂଯୋଜକ, ଶ୍ରୀଯୁକ୍ତ ସରୋଜ କୁମାର ଦାଶଙ୍କୁ ଭୁବନେଶ୍ୱରଠାରେ ଆୟୋଜିତ ୮ମ

Read more
Powered By Indic IME