ମେକ୍ ଇନ୍ ଓଡ଼ିିଶା କନ୍କ୍ଲେଭ୍ ୨୦୧୮: ପୁଞ୍ଜିନିବେଶ ସ୍ଥଳୀ ଭାବେ ଓଡ଼ିଶାର ଶକ୍ତିକୁ ପ୍ରଦର୍ଶନ କରୁଥିବା ଭିଡିଓକୁ ମିଳିଛି ସକାରାତ୍ମକ ପ୍ରତିକ୍ରିୟା

ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୮ର ଥିମ୍ ଆଧାରରେ ଅଗଷ୍ଟ ୮ରେ ମୁମ୍ବାଇଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଓଡ଼ିଶା, ଦି ଅଲ୍ଟିମେଟ୍ ଇନ୍ଭେଷ୍ଟମେଂଟ୍ ଡେଷ୍ଟିନେସନ୍’ ନାମକ ଏକ

Read more

ସେପ୍ଟେମ୍ବର ୨, ୨୦୧୮ରୁ ସୁରତରେ ଆରମ୍ଭ ହେବାକୁ ଯାଉଥିବା ଦୁଇ ଦିନିଆ ‘ଓଡ଼ିଶା ପର୍ବ’କୁ ଗୁଜୁରାଟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ଉଦ୍ଘାଟନ କରିବେ

• ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ର୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଉତ୍ସବରେ ସମ୍ମାନିତ ଅତିଥି

Read more

ବିକାଶ ପ୍ରସ୍ତାବକୁ ଅନୁଧ୍ୟାନ କରିବେ ରାଜ୍ୟ ସରକାର; ଓଡିଶା ବିକାଶ ସମାବେଶ-୨୦୧୮ ଉଦ୍‍ଯାପିତ

ତିନି ଦିନ ବ୍ୟାପି ଆୟୋଜିତ ଓଡ଼ିଶା ବିକାଶ କନକ୍ଲେଭ ରବିବାର ଉଦ୍ୟାପିତ ହୋଇଯାଇଛି । ଓଡିଶା ସମେତ ନଅଟି ରାଜ୍ୟର ୨୬୭୦ରୁ ଊଦ୍ଧ୍ୱର୍ ପ୍ରତିନିଧି ୧୯ଟି ପୃଥକ

Read more

ମହିଳାମାନେ ହେଉଛି ଦଳର ଗୋଟିଏ ଗୋଟିଏ ସ୍ତମ୍ଭ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଭୁବନେଶ୍ୱରସ୍ଥିତ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଦିନ ୧୦ ଘଟିକାରୁ ୬ ଘଟିକା ପର୍ଯ୍ୟନ୍ତ ରାଜ୍ୟ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ

Read more

ଅପପୁଷ୍ଟି ଓ ଶିକ୍ଷା ମାନ ହ୍ରାସ ରାଜ୍ୟ ପାଇଁ ସତର୍କ ଘଣ୍ଟି: ରାଜୀବ କୁମାର ଓଡିଶା ବିକାଶ ସମାବେଶ- ୨୦୧୮

ସାମାଜିକ ଅସମାନତା, ଅପପୁଷ୍ଟି ଓ ଶିକ୍ଷାଦାନ ବ୍ୟବସ୍ଥାରେ ଗୁଣାତ୍ମକ ମାନ ହ୍ରାସ ବିକାଶ ମାର୍ଗର ମୁଖ୍ୟ ପ୍ରତିବନ୍ଧକ । ପ୍ରାକୃତିକ ସମ୍ବଳରେ ଭରପୁର ତଥା ସଂସ୍କୃତି ଓ

Read more

ଇଣ୍ଡିଆ ସିଏସଆର ଲିଡରସିପ ସମିଟ୍ରେ ଜେଏସପିଏଲ ସମ୍ମାନୀତ

ରାୟପୁର ଠାରେ ଅନÂିତ ଇଣ୍ଡିଆ ସିଏସଆର ଲିଡରସିପ ସମିଟ୍ରେ ଜେଏସପିଏଲକୁ ସିଏସଆର ପ୍ରୋଜେକ୍ଟ ଅଫ୍ ଦ ଡିକେଡ୍ ୨୦୧୮ ସମ୍ମାନରେ ସମ୍ମାନୀତ କରାଯାଇଛି । ଜେଏସପିଏଲ ରାୟଗଡର

Read more

୨୯୦୧ କୋଟି ଟଙ୍କା ପୁଞ୍ଜିନିବେଶର ୧୫ ମାନୁଫାକ୍ଚରିଂ ୟୁ୍ନିଟ୍କୁ ବାସ୍ତବ ରୂପ ଦେଲା ଓଡ଼ିିଶା, ଯାହାକି ୩୦୦୦ରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବ

ଓଡ଼ିଶା ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟଠାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ତୃତୀୟ ଗ୍ରାଉଣ୍ଡ ବ୍ରେକିଂ ଉତ୍ସବର ପାଳନ କରିଛନ୍ତି । ଏଥିସହ

Read more

ରାଜ୍ୟର ସଫଳତାକୁ ପାଳନ କରିବ ଓଡ଼ିଶା ସରକାରଙ୍କ ଆଇ ଆମ୍ ଓଡ଼ିଶା କ୍ୟାମ୍ପେନ୍

ଭୁବନେଶ୍ୱର : ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୮ର ଥିମ୍ ଆଧାରରେ ୨୦୧୮ ଅଗଷ୍ଟ ୮ରେ ମୁମ୍ବାଇରେ ଅନୁÂିତ ରୋଡ୍ ସୋ’ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା

Read more

ଓଡିଶା ଗ୍ରନ୍ଥାଗାର ଏକାଡେମୀର ୩ୟ ବାର୍ଷିକ ଉସôବ ତଥା ଗ୍ରନ୍ଥାଗାର ଦିବସ ପାଳିତ

ପଦ୍ମଶ୍ରୀ ଏସ୍. ଆର୍. ଋଙ୍ଗନାଥନଙ୍କ ସମ୍ପୂର୍ଣ୍ଣ ନାମ ସିୟାଲି ରାମମ୍ରୀତା ରଙ୍ଗନାଥନ (ଜନ୍ମ- ୯ ଅଗଷ୍ଟ, ୧୮୯୨ ସିୟାଲି, ମାଦ୍ରାସ – ଦେହତ୍ୟାଗ ୨୭ ସେପ୍ଟେମ୍ବର ୧୯୭୨

Read more

ସଂପ୍ରସାରଣ ପରେ ନାଲ୍କୋ ଏମ୍ଏସ୍ଏମ୍ଇଗୁଡ଼ିକରୁ କ୍ରୟର ମାତ୍ରା ୪୦୦ କୋଟି ଟଙ୍କାରୁ ୧୨୦୦ କୋଟି ଟଙ୍କାକୁ ବୃଦ୍ଧି କରିବ : ଡଃ ଚାନ୍ଦ, ନାଲ୍କୋ ଅଧ୍ୟକ୍ଷ

ଓଡ଼ିଶାରେ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଆଉ ବଡ଼ ପ୍ରୋତ୍ସାହନ କ’ଣ ହୋଇପାରେ? ରାଜ୍ୟର ନବରତ୍ନ ମାନ୍ୟତା ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ ଏମ୍ଏସ୍ଏମ୍ଇକୁ ସମର୍ଥନ କରିବା ପାଇଁ

Read more
Powered By Indic IME