ଏନ୍ଡିଡିବି ଓଡ଼ିଶାର ଚାଷୀଙ୍କୁ ଜାତୀୟ ଦୃଶ୍ୟପଟ୍ଟ ପାଇଁ ପ୍ରସ୍ତୁତ କରୁଛି ମଦର ଡେରିର ସଫଲ୍ ଓଡ଼ିଶାର ଚାଷୀଙ୍କ ପାଇଁ ଶକ୍ତି

ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନ୍ଡିଡିବି) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା “ସଶକ୍ତ ଚାଷୀ’ କାର୍ଯ୍ୟକ୍ରମର ସଂପ୍ରସାଣ କରିବ ଯାହାର ଅଂଶ ସ୍ୱରୂପ ମଦର

Read more

ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟ ଉଦ୍‍ଯାପନ ଦିବସ ଆଜି

ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟ ଉଦ୍‍ଯାପନ ଦିବସ ପାରାଦୀପରେ ଶୁକ୍ରବାର ଅନୁÂିତ ହେବାକୁ ଯାଉଛି । ଏଠାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ

Read more

ଏସିଆନ୍ ଚାମ୍ପିଅନ୍ସ ଟ୍ରଫୀରେ ରନର୍ସ୍ ଅପ୍ ଆଖ୍ୟା ହାସଲ କରିଥିବା ଭାରତୀୟ ମହିଳା ହକୀ ଦଳର ଅଧିନାୟିକା ସୁନୀତା ଲାକ୍ରାଙ୍କୁ ନାଲ୍କୋ ଅଧ୍ୟକ୍ଷଙ୍କ ଭୂୟସୀ ପ୍ରଶଂସା

ପଞ୍ଚମ ଏସିଆନ୍ ଚାମ୍ପିଅନ୍ସ ଟ୍ରଫୀରେ ରନର୍ସ୍ ଅପ୍ ଆଖ୍ୟା ହାସଲ କରିବା ପରେ ଆଜି ଭାରତୀୟ ମହିଳା ହକୀ ଦଳର ଅଧିନାୟିକା ସୁନୀତା ଲାକ୍ରା, ନାଲ୍କୋର ଅଧ୍ୟକ୍ଷ

Read more

ରାଜଭବନରେ କୁଳପତି ସମ୍ମିଳନୀ: ଉଚ୍ଚ ଶିକ୍ଷା କ୍ଷେତ୍ରରେ ସମୟ ଉପଯୋଗୀ ସଂସ୍କାର ଆଣିବାକୁ ରାଜ୍ୟପାଳଙ୍କ ପରାମର୍ଶ

ଉନ୍ନତ ମାନବ ସଂବଳ ହେଉଛି ଏକ ଜାତିର ଅସଲ ସଂପତ୍ତି । ଏବଂ ଏହାର ନିର୍ମାଣରେ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରମୁଖ ଭୂମିକା ରହିଛି । ଏହି ଗୁରୁତ୍ୱପୂଣ୍ଣ ର୍

Read more

ଷÂଦିନରେ ମହାନଦୀ ସୁରକ୍ଷା ଅଭିଯାନର ଜନଜାଗରଣ ଜାରି

ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଝାରସୁଗୁଡ଼ା ଜିଲ୍ଲାର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲାର ଚିଖଲି ଠାରୁ ଶୁଭାରମ୍ଭ

Read more

୧୦୩ କୋଟି ଟଙ୍କା ପ୍ରାରମ୍ଭିକ ବ୍ୟୟ ଅଟକଳରେ ବଲାଙ୍ଗୀର ଠାରେ ଏଲପିଜି ବଟଲିଂ ପ୍ଲାଂଟର ଶୁଭ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଭର୍ତି କରିବାର କ୍ଷମତା ରହିଥିବା ବେଳେ ସ୍ଥାନୀୟ ଯୁବ ଗୋÂୀ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି

Read more

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ୫ଲକ୍ଷରୁ ଅଧିକଙ୍କୁ ନିଯୁକ୍ତି

ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଏସଡିଇ)ର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମ୍କେଭିୱାଇ-୨୦୧୬-୨୦) ଅର୍ନ୍ତଗତ ଗତ ୧୮ ମାସ ମଧ୍ୟରେ ୨୦୧୮ ମଇ ୧୭ ତାରିଖ

Read more

ବିଜୁ ଜନତା ଦଳ ଆଇନ୍‍ଜୀବୀ ସାମ୍ମୁଖ୍ୟର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ଅନୁÂିତ

ଆଜି ବିଜୁ ଜନତା ଦଳ ଆଇନ୍‍ଜୀବୀ ସାମ୍ମୁଖ୍ୟର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ଭୁବନେଶ୍ୱରସ୍ଥିତ ହୋଟେଲ୍‍ କ୍ରାଉନ୍‍ର ସମ୍ମିଳନୀ କକ୍ଷରେ ଅନୁÂିତ ହୋଇଯାଇଛି । ଏଥିରେ ରାଜ୍ୟର

Read more

ପୂର୍ବ ଭାରତର ସଂପୂର୍ଣ୍ଣ ଦକ୍ଷତା ବିକାଶରେ ଏସ୍ଡିଆଇ, ଭୁବନେଶ୍ୱର ମୂଖ୍ୟ ଭୂମିକା ନିର୍ବାହ କରିବ- ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ

ଏସ୍ଡିଆଇ, ଭୁବନେଶ୍ୱର ଓଡ଼ିଶାରେ ବେରୋଜଗାର ଏବଂ ସ୍ୱଳ୍ପଶିକ୍ଷିତ ଯୁବବର୍ଗଙ୍କ ଦକ୍ଷତା ତାଲିମ କ୍ଷେତ୍ରରେ ୨ ବର୍ଷର ସଫଳତାର ଯାତ୍ରା ଶେଷ କରିଛି । ଆଜି ଏହାର ମଂଚେଶ୍ୱରସ୍ଥିତ

Read more
Powered By Indic IME