ମୁଖ୍ୟମନ୍ତ୍ରୀ ମଧ୍ୟମ, କ୍ଷୁଦ୍ର ଓ ଅଣୁକ୍ଷୁଦ୍ର ଶିଳ୍ପ ସମୀକ୍ଷା ପ୍ରସଙ୍ଗରେ କେବଳ ରାଜ୍ୟସରକାର ପଲିସି କରିବେ କି ତାକୁ କାର୍ଯ୍ୟକାରୀ କରାଇବେ?: ବିଜେପି

ରାଜ୍ୟରେ କୌଣସି ବିଭାଗରେ ସାମଗ୍ରିକ ବିକାଶ ହୋଇପାରିନାହିଁ । ଦୀର୍ଘ ୧୮ ବର୍ଷଧରି ଶାସନ କରୁଥିବା ଶାସକ ବିଜେଡି ଶିଳ୍ପାୟନର ଗୋଲାପି ଛବି ରାଜ୍ୟବାସୀଙ୍କୁ ଦେଖାଇଚାଲିଛନ୍ତି ।

Read more

ଉଚ୍ଚତର ପ୍ରଦର୍ଶନ ଲକ୍ଷ୍ୟ ହାସଲ ନିମନ୍ତେ ଭାରତ ସରକାରଙ୍କ ସହ ନାଲ୍କୋର ବୁଝାମଣାପତ୍ର ସ୍ୱାକ୍ଷରିତ

ନବରତ୍ନ ଲୋକଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) ପକ୍ଷରୁ ୨୦୧୮-୧୯ ଆର୍ଥôକ ବର୍ଷରେ ୯୩୫୦ କୋଟି ଟଙ୍କାର ରାଜସ୍ୱ ଅର୍ଜ୍ଜନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି

Read more
Powered By Indic IME