ଶୁଭାରମ୍ଭର ୬ ମାସ ମଧ୍ୟରେ ୨୦୦ତମ ପୁଞ୍ଜିନିବେଶ ପ୍ରସ୍ତାବ ଗ୍ରହଣ କଲା ଓଡ଼ିଶା ସିଙ୍ଗଲ୍ ୱିଣ୍ଡୋ ପୋର୍ଟାଲ

ଗଭର୍ଣ୍ଣମେଂଟ୍ ଅଫ୍ ଓଡ଼ିଶା’ସ୍ ସିଙ୍ଗଲ୍ ୱିଣ୍ଡୋ ଫର୍ ଇନ୍ଭେଷ୍ଟର ଫେସିଲିଟେସନ୍ ଆଣ୍ଡ ଟ୍ରାକିଂ (ଗୋ-ସ୍ୱିଫ୍ଟ) ସାରା ଦେଶର ପୁଞ୍ଜିନିବେଶକଙ୍କ ନିକଟରୁ ବେଶ୍ ଉତ୍ସାହଜନକ ପ୍ରତିକ୍ରିୟା ପାଇଛି ।

Read more
Powered By Indic IME