ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ପକ୍ଷରୁ ବିଶ୍ୱ ରେଡ଼କ୍ରସ୍ ଦିବସ ପାଳିତ

ରେଡ଼କ୍ରସ୍ର ପ୍ରତିÂାତା ସାର୍ ଜାଁ ହେନେରୀ ଡୁନାଣ୍ଟଙ୍କର ପବିତ୍ର ଜନ୍ମ ଦିବସର ସ୍ମୃତିରେ ସାରା ବିଶ୍ୱରେ ଏହି ଦିବସକୁ ରେଡ଼କ୍ରସ୍ ଦିବସ ରୂପେ ପାଳନ କରାଯାଇଥାଏ ।

Read more

ଦିବ୍ୟାଙ୍ଗ, ରୋଗୀ ଯାତ୍ରୀ ଏବଂ ବରିÂ ନାଗରିକଙ୍କ ନିମନ୍ତେ ଭୁବନେଶ୍ୱର ଓ କଟକ ରେଲ୍ୱେ ଷ୍ଟେସନ୍ରେ ନାଲ୍କୋ ପକ୍ଷରୁ ବ୍ୟାଟେରୀ ଚାଳିତ ଯାନ ବ୍ୟବସ୍ଥା

ବିନା ମୂଲ୍ୟରେ ପୁରୀ ରେଲ୍ୱେ ଷ୍ଟେସନ୍ରେ ଇଲେକ୍ଟ୍ରିକ୍ ଭେହିକଲ୍ ସେବାର ଶୁଭାରମ୍ଭ ଗତ ମାର୍ଚ୍ଚ୍ ମାସରେ କରିବା ପରେ ନାଲ୍କୋ ପକ୍ଷରୁ ଭୁବନେଶ୍ୱର ଓ କଟକ ଠାରେ

Read more

୨୦୧୮ ବିଶ୍ୱ ରେଡ଼କ୍ରସ୍ ଦିବସର ଅନୁଚିନ୍ତା – ସବୁଠି ସମସ୍ତଙ୍କ ପାଇଁ – ଚେନାଏ ହସ – ଶ୍ରୀ ଏ.ଆର.ଖାନ୍

ମେ ମାସ ୮ ତାରିଖ ଦିନ ବିଶ୍ୱର ସର୍ବତ୍ର ବିଶ୍ୱ ରେଡ଼କ୍ରସ୍ ଦିବସ ଭାବେ ପାଳନ କରାଯାଏ । ବିଶ୍ୱର ସର୍ବପ୍ରଥମ ଏବଂ ସର୍ବ ବୃହତ ମାନବବାଦୀ

Read more

ମହିଳା ଓ ନାବାଳିକା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ନିଷ୍କ୍ରିୟତା ବିରୁଦ୍ଧରେ ମହିଳା ମୋର୍ଚ୍ଚାର ବିଶାଳ ବିକ୍ଷୋଭ ପ୍ରଦର୍ଶନ

 ରାଜ୍ୟପାଳଙ୍କୁ ଭେଟି ଅବଗତ କରାଇବା ସହ ଘଟଣାରେ ହସ୍ତକ୍ଷେପ କରିବାକୁ ନିବେଦନ  ଆଗାମୀ ୭ ଦିନ ମଧ୍ୟରେ ମାନ୍ୟବର ରାଜ୍ୟପାଳ ଏ ସଂପର୍କରେ ରାଜ୍ୟ

Read more

ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର କାର୍ଯ୍ୟକାରିଣୀ ବୈଠକ

ଓଡିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର କାର୍ଯ୍ୟକାରିଣୀ ବୈଠକ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ଅଧ୍ୟକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ଶାଗରିଆଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି ।

Read more

ପରୀକ୍ଷାର୍ଥୀଙ୍କ ଛାତିରେ ଏସ୍.ସି. / ଏସ୍.ଟି. ମୋହର ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ପ୍ରତିବାଦ ସଭା ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ମଧ୍ୟ ପ୍ରଦେଶ ରାଜ୍ୟରେ ପୋଲିସ ଇଣ୍ଟରଭୁ୍ୟ ସମୟରେ ପରୀକ୍ଷାର୍ଥୀଙ୍କ ଛାତିରେ ଏସ୍.ସି. / ଏସ୍.ଟି. ମୋହର ଲଗାଇ ଅନୁସୂଚିତ ଜାତି, ଜନଜାତି ପ୍ରାର୍ଥୀ ଚିହ୍ନଟ ପ୍ରତିବାଦରେ ଆଜି

Read more
Powered By Indic IME