କଟକରେ ତାରକସି କାରିଗରଙ୍କ ପାଇଁ ଦକ୍ଷତା ତଥା ସାଧାରଣ ସୁବିଧା କେନ୍ଦ୍ର

ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ମହତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ

Read more

ବିଜେପିର ବିଧାୟକ ପ୍ରାର୍ଥୀ ବିଜେଡିରେ ଯୋଗଦେଲେ

ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ୨୦୧୪

Read more

ପଞ୍ଚାୟତିରାଜ ଦିବସକୁ ନେଇ ବିଜେପି ରାଜନୀତି ନକରୁ: ବିଜୟ ନାୟକ

ଏପ୍ରିଲ ୨୯ ପଞ୍ଚାୟତିରାଜ ଦିବସ ପାଳନ ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରକାରେ ପରାମର୍ଶ ଦେଇଥିଲେ ସେହି ପ୍ରକାରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିଦେ୍ର୍ଧଶନାମା ଜାରି କରାଯାଇଥିଲା

Read more

କେନ୍ଦୁଝର : ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗାଡ଼ି ଚାଳକମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର

ଚଳିତ ଅପ୍ରେଲ ୨୩ରୁ ୩୦ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ସଡ଼କ ସୁରକ୍ଷା କମିଟି ଆନୁକୂଲ୍ୟରେ ନଗରଭବନଠାରେ ଗାଡ଼ି ଚାଳକମାନଙ୍କ

Read more

ପାରଳା ମହାରାଜାଙ୍କ ଜୟନ୍ତୀ ଉପଲକ୍ଷେ ଫଟୋଚିତ୍ର ପ୍ରଦର୍ଶନୀ

ନବ ଉତ୍କଳର ନିର୍ମାତା, ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣର କର୍ଣ୍ଣଧାର, ସାହିତ୍ୟାନୁରାଗୀ, ସୁଶାସକ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ଜୟଦେବ ଭବନ ପରିସରରେ

Read more

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସଂପର୍କରେ ଉଚ୍ଚସ୍ତରୀୟ ବୈଠକ ବୈଠକ

ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ବଜାୟ ରଖିବା ଉପରେ ଗୁରୁତ୍ୱ ବିଶେଷଜ୍ଞ ଡାକ୍ତରଙ୍କ ସମେତ ମୋଟ ୫୮୬ ଜଣ ଡାକ୍ତର ଓ ପାରାମେଡିକ ମୁତୟନ

Read more

ଅଲ୍‍ ଇଣ୍ଡିଆ ରେଡିଓର ପୂର୍ବତନ ନିଦେ୍ର୍ଧଶକ ବିଜେଡିରେ ଯୋଗଦେଲେ

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଅଲ୍‍ ଇଣ୍ଡିଆ ରେଡିଓ ତଥା ଡିଏଭିପିର ପୂର୍ବତନ ମହା-ନିଦେ୍ର୍ଧଶକ

Read more

ଅଘୋଷିତ ଆର୍ଥôକ ଜରୁରୀକାଳୀନ ପରିସ୍ଥିତି: ବିଜେଡିର ୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ

କେନ୍ଦ୍ର ସରକାରଙ୍କ ଏକାଧିକ ଅପରିଣାମଦର୍ଶୀ ନିଷ୍ପତ୍ତି ଓ ଦୂରଦୃଷ୍ଟିହୀନ ପଦକ୍ଷେପ ଦେଶକୁ ଆର୍ଥôକ ବିଶୃଙ୍ଖଳା ଓ ଅରାଜକତା ଆଡକୁ ଟାଣି ନେଉଛି । ଏବେ ଭାରତବର୍ଷରେ ଏକ

Read more

ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ବିଜେଡିରେ ଯୋଗଦେଲେ

ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଆଜି ଅପରାହ୍ଣ ୫ଟା ସମୟରେ ପୂର୍ବତନ ପୋଲିସ କମିଶନର (ମହାରାଷ୍ଟ୍ର କ୍ୟାଡର୍‍) ଅରୂପ

Read more

ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୧ତମ ଶ୍ରାଦ୍ଧବାର୍ଷିକୀ; ଓଡ଼ିଶାର ଗୌରବକୁ ଉଚ୍ଚା କରିବା ପାଇଁ ସଂକଳ୍ପ ନେବା ବିଜୁବାବୁଙ୍କ ପ୍ରତି ହେବ ଶ୍ରେÂ ଶ୍ରଦ୍ଧାଞ୍ଜଳି: ମୁଖ୍ୟମନ୍ତ୍ରୀ

ଭୂମିପୁତ୍ର, କଳିଙ୍ଗବୀର, ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ ଆଜି ବିଜେଡି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ତଥା

Read more
Powered By Indic IME