ଉକôଳ ସମ୍ମିଳନୀ ମଞ୍ଚେଶ୍ୱର ଶାଖା ପକ୍ଷରୁ ଓଡ଼ିଆ ନବ ବର୍ଷ ପାଳିତ

ଉକôଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ପକ୍ଷରୁୁ ଓଡ଼ିଆ ନବ ବର୍ଷ ପାଳିତ ହୋଇଯାଇଛି । ଆଜି ପବିତ୍ର ମହାବିଷୁବ, ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ

Read more

ପିପିଲି ବ୍ଲକ ମାଧିପୁର ଦଳିତ ସାହିରେ ପିସିସି ସଭାପତି ପଂକ୍ତି ଭୋଜନରେ ଯୋଗଦେଲେ

ସମ୍ବିଧାନ ପ୍ରଣେତା ଡ଼ଃ ବାବାସାହେବ ଆମ୍ବେଦକରଙ୍କ ୧୨୭ତମ ଜୟନ୍ତୀ ଉପଲକ୍ଷେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ପିପିଲି ବ୍ଲକ ଅନ୍ତର୍ଗତ ମାଧିପୂର ଗ୍ରାମର ଦଳିତ

Read more

ସାମାଜିକ ସରରସତା ମଂଚ ତରଫରୁ ଆମ୍ବେଦକର ଜୟନ୍ତୀ ଓ ଶୋଭାଯାତ୍ରା

ସାମାଜିକ ସରରସତା ମଂଚ,ଭୁବନେଶ୍ୱର ମହାନଗର ତରଫରୁ ଡ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ସ୍ଥାନୀୟ ୟୁନିଟ-୮ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁÂିତ ହୋଇ ଯାଇଛି ।

Read more

ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ; ଆମ୍ବେଦକରଙ୍କ ଜନ୍ମ ଦିବସକୁ ସାମାଜିକ ସମରସତା ଦିବସ ରୂପେ ପାଳନକଲା ଆରଏସ୍ଏସ୍

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଭୁବନେଶ୍ୱର ମହାନଗର ଭାରତରତ୍ନ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ଦିବସକୁ ସାମାଜିକ ସମରସତା ଦିବସ ରୂପେ ପାଳନ କରିଛି । ଏହି ଅବସରରେ

Read more

ମହିଳାମାନଙ୍କ ଉପରେ ବଢୁଥିବା ଅତ୍ୟାଚାର ବିରୁଦ୍ଧରେ କଂଗ୍ରେସର ରାଜ୍ୟବ୍ୟାପୀ କ୍ୟାଣ୍ଡେଲ ଶୋଭାଯାତ୍ରା

ଜମ୍ମୁ ଓ କାଶ୍ମୀରରେ କାଠୱା ଗଣଦୁଷ୍କର୍ମ ଓ ହତ୍ୟାଏବଂ ଉତ୍ତର ପ୍ରଦେଶର ଉନାଓ ଗଣଦୁଷ୍କର୍ମରେ ନରେନ୍ଦ୍ର ମୋଦି ସରକାର ଦୁଷ୍କର୍ମକାରୀ ମାନଙ୍କୁ ଘଣ୍ଟ ଘୋଡାଉଛନ୍ତି। ଦେଶରେ ମହିଳା

Read more

ନାଲ୍କୋ ପକ୍ଷରୁ ଡଃ ଆମ୍ବେଦକରଙ୍କ ୧୨୭ତମ ଜୟନ୍ତୀ ପାଳିତ

ନାଲ୍କୋ ପକ୍ଷରୁ ଭୁବନେଶ୍ୱରସ୍ଥିତ ନାଲ୍କୋନଗର ଠାରେ ଭାରତ ରତ୍ନ ବାବା ସାହେବ ଡଃ ବି.ଆର୍. ଆମ୍ବେଦକରଙ୍କ ୧୨୭ତମ ଜୟନ୍ତୀ ୧୪ ଏପ୍ରିଲ୍ ୨୦୧୮ ରେ ପାଳିତ ହୋଇଛି

Read more
Powered By Indic IME