ଓଡିଶାରେ ସରକାର ବିରୋଧୀ ଜନ ଆକ୍ରୋଶ ଅଧିକ ତୀବ୍ର ହୋଇଛି : ଅମିତ ଶାହା

ଉତର ପ୍ରଦେଶ, ଉତରାଖଣ୍ଡ ଓ ତ୍ରିପୁରାରେ ନିର୍ବାଚନ ପ୍ରଚାର ସମୟରେ ଯେଉଁ ଜନଭାବନା ଦେଖିଥିଲି ଓଡିଶାରେ ତା ଠାରୁ ଅଧିକ ତୀବ୍ର ସରକାର ବିରୋଧୀ ଜନଭାବନା ଦେଖୁଛି

Read more

ହିନେ୍ଦାଳ ଏନ୍‍ଏସିର ବିଜୟୀ ବିଜେଡି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଲେ

ଅତାବିରା ଓ ହିନେ୍ଦାଳ ଏନ୍‍ଏସି ନିର୍ବାଚନରେ ବିଜେଡି ବିପୁଳ ବିଜୟ ଲାଭ କରିଛି । ବିଜୁ ଜନତା ଦଳ ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବଳିÂ

Read more

କେନ୍ଦୁଝର : ଗ୍ରୀଷ୍ମପ୍ରବାହ ଜନିତ ଯେପରି କୌଣସି ଜୀବନହାନୀ ନଘଟେ ସେଥିପାଇଁ ସମସ୍ତେ ସଜାଗ ହୋଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳଙ୍କ ନିଦେ୍ର୍ଧଶ: କର୍ତବ୍ୟରେ ଅବହେଳା କଲେ ଦୃଢ କାର୍ଯ୍ୟାନୁÂାନ

ଗ୍ରୀଷ୍ମପ୍ରବାହ ଜନିତ ଯେପରି କୌଣସି ଜୀବନହାନୀ ନଘଟେ ସେଥିପାଇଁ ସମସ୍ତେ ସଜାଗ ହୋଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଆଶିଷ ଠାକରେ ନିଦେ୍ର୍ଧଶ ଦେଇଛନ୍ତି । କର୍ତବ୍ୟରେ ଅବହେଳା

Read more

୧୮ ବର୍ଷର ଅପାରଗ ସରକାରକୁ ହଟାଇ ମୋଦିଙ୍କ ବିକାଶଧାରାରେ ଓଡିଶାକୁ ସାମିଲ କରିବାକୁ ଶାହାଙ୍କ ଆହ୍ୱାନ

 ଓଡିଶାକୁ ପର୍ଯ୍ୟାପ୍ତ କେନ୍ଦ୍ରୀୟ ଆର୍ଥିକ ସହାୟତା ସତ୍ୱେ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଂଚାଇବାରେ ନବୀନ ସରକାର ବିଫଳ  ଓଡିଶା ପାଖରେ ସବୁ ଅଛି,

Read more
Powered By Indic IME