ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି

ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ରାଜ୍ୟ ସଚିବାଳୟଠାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର୍. ବାଲକ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ

Read more

ଏପ୍ରିଲ ୭ରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ପୂର୍ବାହ୍ଣ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଜନସଚେତନତା: ଯୁବ-ଛାତ୍ର ବିଜେଡି

ତୈଳର ଅହେତୁକ ଦରବୃଦ୍ଧି ସାଧାରଣ ଖାଉଟିଙ୍କ ଠାରୁ ଆରମ୍ଭ କରି ଅର୍ଥନୀତିର ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଛି । ସାଧାରଣ ଜନତା କେନ୍ଦ୍ର ସରକାରଙ୍କ ଆନୁÂାନିକ ଷଡ଼ଯନ୍ତ୍ର

Read more

ଜାତୀୟ କୃମିନାଶକ ଦିବସ: ଏପ୍ରିଲ ୨୦୧୮ଅଭିଯାନ ଓଡ଼ିଶାରେ କୋଟିଏରୁ ଊଦ୍ଧ୍ୱର୍ ଶିଶୁଙ୍କ ପାଖରେ ପହଂଚିବା ଲକ୍ଷ୍ୟ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ଓ ମିଶନଶକ୍ତି ବିଭାଗ (ଡବ୍ଲୁସିଡି) , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (ଏସ୍ଏମ୍ଇ) ଓ

Read more

‘ମିଶନ ୧୨୦+’ ଲକ୍ଷ୍ୟ ନିଶ୍ଚିତ ରୂପେ ପୂରଣ ହେବ : ଅରୁଣ ସିଂହ

ଏପ୍ରିଲ ୪ ତାରିଖ ଦିନ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭବାନୀପାଟଣାରେ ପହଚିଂବେ ।

Read more

ତୈଳ ଦର ବୃଦ୍ଧି ପ୍ରତିବାଦରେ ଯୁବ ଓ ଛାତ୍ର ବିଜେଡିର ବିକ୍ଷୋଭ

ପେଟ୍ରୋଲ ଓ ଡିଜେଲ୍‍ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜେଡିର ଦୁଇ ଛାମୁଆ ସଂଗଠନ ଯୁବ ଓ ଛାତ୍ର ବିଜେଡି ସଦସ୍ୟମାନେ ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିଥିଲେ

Read more
Powered By Indic IME