ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ଦ୍ୱାରା “ଓଡ଼ିଆ ପାଇକ” – ଚିତାକର୍ଷକ ନୃତ୍ୟାଭିନୟ କୋଲକାତାଠାରେ ଆୟୋଜିତ

ମହାନ ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ସମାରୋହ ପାଳନ • ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ପଶ୍ଚିମବଙ୍ଗର ମହାମହିମ ରାଜ୍ୟପାଳ ଶ୍ରୀ କେଶରୀ ନାଥ ତ୍ରିପାଠୀ ମୁଖ୍ୟ ଅତିଥି

Read more

ମୋଦି ସରକାରଙ୍କ ବିକାଶ ପାଇଁ ପ୍ରାଥମିକତାର କେନ୍ଦ୍ରରେ ଦେଶ ଓ ରାଜ୍ୟର ଗରୀବ ଲୋକ ମାନେ ହିଁ ରହିଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ୱରରେ ଏଲପିଜି ପାଇପଲାଇନ, ବଟଲିଂ ପ୍ଲାଂଟର କ୍ଷମତା ବୃଦ୍ଧି ଓ ଅଶୋଧିତ ତୈଳ ପମ୍ପ ଷ୍ଟେସନ ଉଦଘାଟିତ • ୨୦୧୪ ମସିହାରେ ମୋଦି ସରକାର ଆସିବା ବେଳେ

Read more

ମଧୁବାବୁଙ୍କ ପ୍ରତିମୂର୍ତ୍ତି ସଂସଦରେ ସ୍ଥାପନା ପାଇଁ ଉକ୍ରଳ ସମ୍ମିଳନୀର ଦାବି

ଆଜି ପୁର୍ବାହ୍ନ ଘ.୮.୩୦ମି. ସମୟରେ ସ୍ଥାନୀୟ ରାଜଭବନ ଛକରେ ସ୍ଥାପିତ ଉକ୍ରଳ ଗୈାରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଉକôଳ ସମ୍ମିଳନୀ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି । ଓଡ଼ିଶା

Read more

ରାଜ୍ୟ ସରକାର ବିକାଶ ପାଇଁ କାମ ନକରି ତାର ବିପରୀତରେ ଦିଗରେ କାମ କରି ଚାଲିଛନ୍ତି : ବିଜେପି

ପଂଚାୟତ ସ୍ତରରେ ନିଜ ହକ୍ ଜାଣିବାର ଅଧିକାର ସାଧାରଣ ଜନତାର ଅଛି । ନିଜ ପଂଚାୟତରେ କେତେ ଲୋକ ପେନସନ ପାଇଲେ ,କେତେ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ

Read more

ମଧୁବାବୁଙ୍କ ସ୍ୱପ୍ନର ଶିଳ୍ପକୁ ବିକଶିତ କରିବା ପାଇଁ ରାଜ୍ୟସରକାର ଚାହୁଁନାହଁନ୍ତି : ବିଜେପି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଭାରତକୁ ସମୃଦ୍ଧ ତଥା ବିକାଶ ଦିଗରେ ଅଗ୍ରସର ହେବାକୁ ହେଲେ ଦକ୍ଷତା

Read more

କୋଇଲା ଖଣି ଶ୍ରମିକଙ୍କ ମହଙ୍ଗା ଭତା ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ବିଜେପି

ଦେଶର କୋଇଲା ଖଣିରେ କାମ କରୁଥିବା କର୍ମଚାରୀମାନ ଯେଉଁମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ହି ଦେଶରେ ଘରେ ଘରେ ବିଜୁଳି ପହଂଚୁଛି ସେମାନଙ୍କର ମହଙ୍ଗା ଭତା ବୃଦ୍ଧି

Read more

ଦିଘାରେ ଉତ୍କଳ ଗୌରବ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଓଡ଼ିଶା ଓ ପଶ୍ଚ ମି ବ ଙ୍ଗ ର ସୀମାସଂଲ ଗ୍ନ ଦିଘା ନିକ ଟସ୍ଥ ଭୋଗରାଇ ନିର୍ବାଚନ ମଣ୍ଡଳୀ ଅନ୍ତ ର୍ଗତ ସାହାବାଜିପୁର ଗ୍ରାମପଞ୍ଚାୟତର ଉଦୟପୁରଠାରେ

Read more

କଟକରେ ତାରକସି କାରିଗରଙ୍କ ପାଇଁ ଦକ୍ଷତା ତଥା ସାଧାରଣ ସୁବିଧା କେନ୍ଦ୍ର

ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ମହତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ

Read more

ବାଲେଶ୍ୱରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ପାରାଦୀପ ହଳଦିଆ ବରୌନୀ ଅଶୋଧିତ ତୈଳ ପାଇପଲାଇନର ବାଲେଶ୍ୱର ପମ୍ପ ଷ୍ଟେସନ, • ବଟଲିଂ ପ୍ଲାଂଟର କ୍ଷମତା ବୃଦ୍ଧି ଓ ପାରାଦୀପ ହଳଦିଆ ଦୁର୍ଗାପୁର ଏଲପିଜି

Read more

ଓଡ଼ିଶାରେ ତ୍ରିସ୍ତରୀୟ ସମବାୟ ଋଣ ଢାଂଚାକୁ ସଫଳତାର ସହ ଡିଜିଟାଇଜ୍ କରିଛି ଭିସଫ୍ଟ ଟେକ୍ନୋଲୋଜିଜ୍ ଏହି ସଫଳତା ହାସଲ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ

ଆର୍ଥିକ ଅନୁÂାନ ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସମାଧାନ ପ୍ରଦାନକାରୀ ଗ୍ଲୋବାଲ ସଂସ୍ଥା, ଭିସଫ୍ଟ ଟେକ୍ନୋଲୋଜିଜ୍, ଓଡ଼ିଶାରେ ସମ୍ପୂର୍ଣ୍ଣ ତ୍ରିସ୍ତରୀୟ ସମବାୟ ଋଣ ଢାଂଚାକୁ ସଫଳତାର ସହ

Read more
Powered By Indic IME