ପ୍ରଶ୍ନପତ୍ର ଲିକ୍‍: ସିବିଏସ୍‍ଇ ଅଫିସ୍‍ ଆଗରେ ବିକ୍ଷୋଭ; ଜାବଡେ଼କରଙ୍କ ଇସ୍ତଫା ଦାବି କଲା ଛାତ୍ର ବିଜେଡି

ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‍ ହେବା ଯୋଗୁ ଆଉଥରେ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତିକୁ ବିରୋଧ କରି

Read more

ଓଡ଼ିଶା ପ୍ରଦେଶ ଗଠନର ୮୨ବର୍ଷ ପୂର୍ତ୍ତିକୁ ଏପ୍ରିଲ ୧ରୁ ୧୦ ଦିନ ବ୍ୟାପୀ ପାଳନ କରିବ ବିଜେଡି

ଆଜିର ଓଡ଼ିଶା ପ୍ରଦେଶ ଜନ୍ମ ନେଇଥିଲା ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓ ଆଉ ମାତ୍ର ଦୁଇ ଦିନ ପରେ ଏହି ସ୍ମରଣୀୟ ଦିବସ ପଡୁଥିବାରୁ

Read more

ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ଜୋନ୍ ଏବଂ ସହରାଂଚଳର ଶକ୍ତିକେନ୍ଦ୍ରରେ ବିଜେପି ପାଳନ କରିବ ଉକ୍ରଳ ଦିବସ : ବସନ୍ତ ପଣ୍ଡା

ଓଡିଆ ଭାଷା ଓ ସଂସ୍କୃତିର ପୁର୍ନଜାଗରଣ କରିବା ପାଇଁ ଆଗାମୀ ଉକ୍ରଳ ଦିବସ ଅବସରରେ ବିଜେପିର ପ୍ରତ୍ୟେକ ସକ୍ରିୟ ସଦସ୍ୟମାନେ ସଂକଳ୍ପ ନେବେ । ଏଥି ସହ

Read more

“ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମ “ଆସନ୍ତାକାଲିର ଓଡ଼ିଆ ସିନେମା ହେବ ବାସ୍ତବତା ଓ ଜୀବନ ଆଧାରିତ’ : ସିନେ ଗବେଷକ ସୂର୍ଯ୍ୟ ଦେଓ

ଆସନ୍ତାକାଲିର ଓଡ଼ିଆ ସିନେମା ହେବ ମନୋରଞ୍ଜନଧର୍ମୀ, କିନ୍ତୁ କେବଳ ମନୋରଞ୍ଜନ ନୁହେଁ ଏହା ଭରସା ରଖ#ବ ବାସ୍ତବତା ଓ ଜୀବନଧର୍ମୀତା ଉପରୋ ଓଡ଼ିଆ ସିନେମାର ଭବିଷ୍ୟତ ଅତ୍ୟନ୍ତ

Read more

ଅଷ୍ଟେ୍ରଲିଆସ୍ଥିତ ପ୍ରବାସୀ ଓଡ଼ିଆମାନଙ୍କର ନବମ ଜାତୀୟ ସମ୍ମିଳନୀ ହେବ ୩୦ ମାର୍ଚ୍ଚ ରୁ ୧ ଏପ୍ରିଲ୍

ଅଷ୍ଟେ୍ରଲିଆର ଭିକ୍ଟୋରିଆ ସହରରେ ଅବସ୍ଥାନ କରୁଥିବା ଓଡ଼ିଆ ଭାଷାଭାଷୀ ଲୋକମାନେ ଆସନ୍ତା ମାର୍ଚ୍ଚ ୩୦ ରୁ ଏପ୍ରିଲ ୧, ୨୦୧୮ ପର୍ଯ୍ୟନ୍ତ କାଇନେଟନ, ଭିକ୍ଟୋରିଆ ଠାରେ ୯ମ

Read more

ଉକ୍ରଳ ଦିବସର ବ୍ରାହ୍ମ ମହୁର୍ତରେ ନୂଆ ଓଡିଶା ନିର୍ମାଣ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଚନ୍ଦ୍ରଭାଗାର ବେଳାଭୂମିରେ ସୂର୍ଯେ୍ୟାଦୟ ପୂର୍ବରୁ ଏକାଠି ହୋଇ ଶପଥ ନେବେ ଦଶ ହଜାରରୁ ଉର୍ଧ ଓଡିଆ ଯୁବ ପୀଢୀ • ଶ୍ରୀଜଗନ୍ନାଥ ମନ୍ଦିର ସମେତ ଚାରି

Read more

ମୁଖ୍ୟମନ୍ତ୍ରୀ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ର ପ୍ରମାଣପତ୍ରକୁ ଯୋଗାଡ କରିବାର ରହସ୍ୟ ଉନ୍ମୋଚିତ ହୋଇଛି : ବିଜେପି

ନବୀନ ପଟ୍ଟନାୟକ ନିଜ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ର ପ୍ରମାଣପତ୍ରକୁ କୋଟି କୋଟି ଟଙ୍କା ବ୍ୟୟରେ ଯୋଗାଡ କରିବାର ରହସ୍ୟ ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ପ୍ରମାଣପତ୍ର ଦେଇଥିବା ପୁନେର

Read more

ମାର୍ଚ୍ଚ ୨୯ରେ କୋରାପୁଟ ଭବନ ଉଦ୍ଘାଟିତ ହେବ

ଶବରୀ ସାଂସ୍କୃତିକ ସଂସଦ, ଭୁବନେଶ୍ୱର ଆନୁକୂଲ୍ୟରେ ୨୦୧୮ ମାର୍ଚ୍ଚ ୨୯ ତାରିଖ ଅପରାହ୍ନ ୪ ଘଟିକା ସମୟରେ ଶହୀଦ ଲକ୍ଷ୍ମଣ ନାୟକ ଭବନ ପରିସରରେ ନୂଆପଲ୍ଲୀଠାରେ କୋରାପୁଟ

Read more

ସୂର୍ଯ୍ୟ ଫାଉଣ୍ଡେସନ ଦିଲ୍ଲୀ ତରଫରୁ ତିନିଦିନିଆ ପ୍ରଶିକ୍ଷଣ ଶିବିର

ସୂର୍ଯ୍ୟ ଫାଉଣ୍ଡେସନ ଦିଲ୍ଲୀ ତରଫରୁ ତିନିଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରସ୍ଥିତ ନିଳାଦ୍ରୀ ବିହାର ଶିଶୁମନ୍ଦିର ପରିସରରେ ଅନୁÂିତ ହୋଇଯାଇଛି । ଏହି ଶିବିରକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର

Read more

ରାଜ୍ୟର ସମସ୍ତ ୧୦୦୧ ମଣ୍ଡଳରେ ବିଜେପି ପାଳନ କରିବ ଉକ୍ରଳ ଦିବସ

ଆସନ୍ତା ଉକ୍ରଳ ଦିବସରେ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକର୍ତା ୧୦୦୧ ମଣ୍ଡଳରେ ଉକ୍ରଳ ଦିବସ ପାଳନ କରିବେ । ରାଜ୍ୟର ସମସ୍ତ ମଣ୍ଡଳରେ ଦଳୀୟ ନେତା ଏବଂ

Read more
Powered By Indic IME