ଓଡ଼ିଶା ହେବ ଦେଶର ଅନ୍ୟତମ ପର୍ଯ୍ୟଟନ ଆକର୍ଷଣ

ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବହୁବିଧ ବିକାଶ ହୋଇଥ#ବାବେଳେ ଭିତିଭୂମି ଉନ୍ନୟନ ସାଙ୍ଗକୁ ନୂତନ ପର୍ଯ୍ୟଟନ ନୀତି ପ୍ରଣୟନ ହୋଇଛିା ବିମାନସେବା, ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ପରିଚର୍ଯ୍ୟା ବ୍ୟବସ୍ଥାକୁ

Read more

ଅକେଫାବର ମାସରୁ ଆରମ୍ଭ ହେବ ରେଳଯାତ୍ରା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନୁସାରେ ଚଳିତ ବର୍ଷ ଅକେଫାବର ମାସରୁ ପ୍ରଥମ ପର୍ଯ୍ୟାୟ ରେଳଯାତ୍ରା ଆରମ୍ଭ ହେବା ଆଜି ପୂର୍ବାହ୍ନରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

Read more

ଚିତ୍ର ବଖାଣୁଛି ପାଇକ ସଂଗ୍ରାମର ଅମର ଗାଥା; ସମ୍ବର୍ଦ୍ଧିତ ହେଲେ ମୋହନ ସୁନ୍ଦର ଦଳସିଂରାୟ

ସ୍ୱାଧୀନତା ଦିବସ ପାଇଁ ରାଜଧାନୀ ତ୍ରିରଙ୍ଗାମୟ ହୋଇ ଉଠିଥିଲା ବେଳେ ରାଷ୍ଟ୍ରୀୟ ଲଳିତକଳା ଏକାଡେ଼ମୀରେ ଆୟୋଜିତ ହୋଇଯାଇଛି ବୀର ସଂଗ୍ରାମୀଙ୍କ ଚିତ୍ର ପ୍ରଦର୍ଶନୀ । ଏଥିରେ ସ୍ଥାନ

Read more

‘ଟିମ୍ ଯାଯାବର’ର ଶୁଭ ଉଦଘାଟନ – ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାଶ୍ୱର୍ରେ ପଟ୍ଟନାୟକିଆ ଛକରେ ପର୍ଯ୍ୟଟକଙ୍କ ନିମନ୍ତେ ବିଶେଷ ସୁବିଧା

ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ଧାମ ପୁରୀକୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ବିଶେଷ ଆତିଥ୍ୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଟିମ ଆଡମାର୍କ

Read more

ଅସୁସ୍ଥ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସାକ୍ଷାତ କଲା ବିଜେପି ପ୍ରତିନିଧି ଦଳ

– ଘରୋଇ ହସପିଟାଲରେ ଚିକିତ୍ସାଧୀନ ସୁଦର୍ଶନଙ୍କୁ ସାକ୍ଷାତ କରି ଆଶୁ ଆରୋଗ୍ୟ କାମନା – ସୁଦର୍ଶନଙ୍କ ଦାବି ପ୍ରତି ଦଳ କଲା ଦୃଢ ସମର୍ଥନ ଘୋଷଣା –

Read more

ଓଡ଼ିଶାକୁ ବେଳାଭୂମି ଓ ଉପକୂଳ ପର୍ଯ୍ୟଟନରେ ପ୍ରଥମ ରନର୍ସ ଅପ୍ ପର୍ଯ୍ୟଟନ ମନ୍ତ୍ରୀ ଗ୍ରହଣକଲେ ପୁରସ୍କାର

ଦିଲ୍ଲୀଠାରେ ଆୟୋଜିତ “ଇଣ୍ଡିଆ ଟୁଡେ’ ଗ୍ରୁପ୍ ପକ୍ଷରୁ ଜାତୀୟସ୍ତରୀୟ ପର୍ଯ୍ୟଟନ ସମାରୋହରେ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ମହେଶ ଶର୍ମାଙ୍କଠାରୁ

Read more

ଓଡ଼ିଶାକୁ “ଇଣ୍ଡିଆ ଟୁଡେ’ ପର୍ଯ୍ୟଟନ ପୁରସ୍କାର

ଓଡ଼ିଶାକୁ “ଇଣ୍ଡିଆ ଟୁଡେ’ ଗ୍ରୁପ୍ ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ ପର୍ଯ୍ୟଟନ ପୁରସ୍କାର ମିଳିଛିା ଓଡ଼ିଶାର ଗୋପାଳପୁରକୁ ବେଳାଭୂମି ଓ ଉପକୂଳ ପର୍ଯ୍ୟାୟରେ ପ୍ରଥମ ରନର୍ସ ଅପ୍ ପୁରସ୍କାର

Read more

ରାଜାରାଣୀ ସଙ୍ଗୀତ ଉତ୍ସବର ଦ୍ବିତୀୟ ସଂଧ୍ୟାରେ ସୁରେଶ ୱାଡ଼କରଙ୍କ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ଦର୍ଶକ ବିଭୋର

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡିଶୀ ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ପର୍ଯ୍ୟଟନ ନିଗମ ଦ୍ବାରା ଆୟେ।ଜିତ ରାଜାରାଣୀ ସଙ୍ଗୀତ ମହେ।ତ୍ସବ ଆଜି ଦ୍ବିତୀୟ ବର୍ଣ୍ଣ।ଢ୍ୟ

Read more

ଆତିଥେୟତା ଓ ସ୍ୱଚ୍ଚ୍ଥତା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ : ଜିଲ୍ଲାପାଳ

ଆତିଥେୟତା ଓ ସ୍ୱଚ୍ଚ୍ଥତା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଅର୍ଥନୀତିର ବିକାଶରେ ସହାୟକ ହୋଇଥାଏ ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି। ମଙ୍ଗଳବାର ବିଶ୍ୱ

Read more

ନୂଆଦିଲ୍ଲୀରେ ବିମାନ ଚଳାଚଳ ନେଇ ଜାତୀୟ ସମ୍ମିଳନୀ; ଓଡ଼ିଶାରେ ବିଭିନ୍ନ ସ୍ଥାନକୁ ବିମାନ ସଂଯାଗୀକରଣ ନେଇ ପର୍ଯ୍ୟଟନ ମନ୍ତ୍ରୀଙ୍କ ଦାବି

ଓଡ଼ିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବିମାନ ସଂଯୋଗୀକରଣ ନିମନ୍ତେ ଯଥାର୍ଥ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କେନ୍ଦ୍ର

Read more
Powered By Indic IME