ସଂପ୍ରସାରଣ ପରେ ନାଲ୍କୋ ଏମ୍ଏସ୍ଏମ୍ଇଗୁଡ଼ିକରୁ କ୍ରୟର ମାତ୍ରା ୪୦୦ କୋଟି ଟଙ୍କାରୁ ୧୨୦୦ କୋଟି ଟଙ୍କାକୁ ବୃଦ୍ଧି କରିବ : ଡଃ ଚାନ୍ଦ, ନାଲ୍କୋ ଅଧ୍ୟକ୍ଷ

ଓଡ଼ିଶାରେ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଆଉ ବଡ଼ ପ୍ରୋତ୍ସାହନ କ’ଣ ହୋଇପାରେ? ରାଜ୍ୟର ନବରତ୍ନ ମାନ୍ୟତା ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ ଏମ୍ଏସ୍ଏମ୍ଇକୁ ସମର୍ଥନ କରିବା ପାଇଁ

Read more

ଆସନ୍ତାକାଲିଠାରୁ ଆରମ୍ଭ ହେବ ଓଡ଼ିଆ ଭାଷାରେ ସଂଗ୍ରହାଳୟ ପଦଯାତ୍ରା

ଓଡ଼ିଶାର ଅନନ୍ୟ ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରତ୍ୟକ୍ଷ ଅନୂଭବ ନେବାପାଇଁ ଇଚ୍ଛା ରଖିଥିବା ଓଡ଼ିଆ ଲୋକମାନଙ୍କ ପାଇଁ ଏକ ଖୁସିର ଖବର ନେଇଆସିଛି ଭୁବନେଶ୍ୱରର ଗଣ୍ଡମୂଣ୍ଡାସ୍ଥିତ ହସ୍ତଶିଳ୍ପ

Read more

ସ୍ୱାସ୍ଥ୍ୟ ବିଭାଗ ଓ ନିମାହନସ୍ ବେଙ୍ଗାଲୁରୁ ଏବଂ ଏ.ଆଇ.ଆଇ.ଏମ୍.ଏସ୍ ନୂଆଦିଲ୍ଲୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

ରାଜ୍ୟରେ ମାନସିକ ସ୍ୱାସ୍ଥ୍ୟ ଓ ନିଶାମୁକ୍ତି କେନ୍ଦ୍ର ବିକାଶ ନିମନ୍ତେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ

Read more

ନାଲ୍କୋ ପକ୍ଷରୁ ସ୍ୱଚ୍ଛ ଆଇକନିକ୍ ସ୍ଥାନ ପ୍ରକଳ୍ପ ଅଧିନରେ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ବଲ୍ଲଭ ମଠ ମଧ୍ୟରେ ଆଉ ୫ଟି ବିଦୁ୍ୟତ ଚାଳିତ ଯାନର ଶୁଭାରମ୍ଭ

ପୁରୀର ବିଭିନ୍ନ ସ୍ଥାନରେ ବିନାମୂଲ୍ୟରେ ବିଦୁ୍ୟତଚାଳିତ ବାହନ ସେବାର ସଫଳତା ଓ ପ୍ରଶଂସା ପରେ ନାଲ୍କୋ ଆଜି ଏହି ପ୍ରକଳ୍ପକୁ ଅଧିକ ସଂପ୍ରସାରିତ କରି ଦିବ୍ୟାଙ୍ଗଜନ ଓ

Read more

ଅବିଭକ୍ତ କୋରାପୁଟ ଜିଲ୍ଲାର ଜନଜାତି ଲେଖକଙ୍କ ପାଣ୍ଡୁଲିପିକୁ ନେଇ କର୍ମଶାଳା

ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର (ଅଗ୍ରଗାମୀ), ରାୟଗଡ଼ଙ୍କ ତରଫରୁ ଅବିଭକ୍ତ କୋରାପୁଟ ଜିଳ୍ଲାର ବିଭିନ୍ନ ଜନଜାତିର ଆଦିବାସୀ କଳାକାର, ସଂସ୍କୃତିପ୍ରେମୀ ଓ ଲେଖକମାନଙ୍କୁ ନେଇ କୋରାପୁଟ ସ୍ଥିତ

Read more

କରୁଣାନିଧିଙ୍କ ଶେଷକୃତ୍ୟରେ ଯୋଗ ଦେଲେ ଶଶୀଭୂଷଣ ବେହେରା ଓ ଦେବୀ ପ୍ରସାଦ ମିଶ୍ର

ତାମିଲନାଡୁରେ ବ୍ୟାପକ ସାମାଜିକ ସଂସ୍କାର ଆଣିଥିବା ତୁଙ୍ଗ ରାଜନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‍କେ ସଭାପତି ଏମ୍‍. କରୁଣାନିଧିଙ୍କ ମଙ୍ଗଳବାର ପରଲୋକ ଖବର ମିଳିବା ପରେ ବିଜୁ

Read more

NALCO ଅପରେଟିଂ ଲାଭ ଦୁଇ ଗୁଣରୁ ଅଧିକ ବୃଦ୍ଧି, ୨୦୧୭-୧୮ ଆର୍ଥôକ ବର୍ଷର ଚତୁର୍ଥ ତ୍ରୈମାସିକୀରେ ହୋଇଥିବା ୩୬୨ କୋଟି ଟଙ୍କା ତୁଳନାରେ ୨୦୧୮-୧୯ ଆର୍ଥôକ ବର୍ଷର ତ୍ରୈମାସିକୀରେ ୮୮୯ କୋଟି ଟଙ୍କା ଲାଭାର୍ଜ୍ଜନ

ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଲୋକଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ), ଜୁନ୍ ମାସରେ ଶେଷ ହୋଇଥିବା ୨୦୧୮-୧୯ ଆର୍ଥôକ ବର୍ଷର ପ୍ରଥମ

Read more

ମୁମ୍ବାଇରେ ଓଡ଼ିଶା ପକ୍ଷରୁ ନିବେଶ ରୋଡ୍ ଶୋ’: ୩୦୦ରୁ ଅଧିକ କମ୍ପାନୀ ଯୋଗଦେଲେ

ଓଡ଼ିଶା ସରକାରଙ୍କ ପକ୍ଷରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୧୮ ଅନ୍ତର୍ଗତ ମୁମ୍ବାଇରେ ଅନୁÂିତ ହୋଇଯାଇଛି ଏକ ନିବେଶ ରୋଡ୍ ଶୋ’ । ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର

Read more

ବିଶ୍ୱ କପ୍ ହକି ପୂର୍ବରୁ ସଡ଼କ ସୌନ୍ଦର୍ଯ୍ୟକରଣ; ବିଡ଼ିଏ ପକ୍ଷରୁ ୪୦ କିମି ମୁଖ୍ୟ ରାସ୍ତାରେ ଉଦ୍ୟାନୀକରଣ ଯୋଜନା

ବିଶ୍ୱ କପ୍ ହକି ଆୟୋଜନର ଅବ୍ୟବହିତ ପୂର୍ବରୁ ସହରର ପ୍ରମୁଖ ସଡ଼କଗୁଡ଼ିକରେ ବ୍ୟାପକ ଉଦ୍ୟାନୀକରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜରିଆରେ ରାଜଧାନୀର ୪୦ କିମି ରସ୍ତାର ସୌନ୍ଦର୍ଯ୍ୟକରଣ

Read more

କଂଚାମାଲ ସମସ୍ୟାକୁ ନେଇ ମୂଖ୍ୟ ଶାସନ ସଚିବଙ୍କୁ ଭେଟିଲେ ନବୀନ ଜିନ୍ଦଲ

ଲୁହାପଥରର ମୂଲ୍ୟ ଓ ପରିବହନ ଦରର କ୍ରମାଗତ ବୃଦ୍ଧିକୁ ନିୟନ୍ତ୍ରଣ କରିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡର ଅଧ୍ୟକ୍ଷ ଶ୍ରୀ

Read more
Powered By Indic IME