ଡିସେମ୍ବର ୨୩ରୁ ୩ୟ କୋଣାର୍କ ଆନ୍ତଃରାଷ୍ଟ୍ରୀୟ ସାଇକ୍ଲୋଥନ୍ ପ୍ରକୃତିର ସଂରକ୍ଷଣ ପାଇଁ କୋଣାର୍କରୁ କୋରାପୁଟ ସାଇକଲ ଯାତ୍ରା

ଭୁବନେଶ୍ୱର: ସମ୍ପ୍ରତି ବହୁ ପ୍ରତିକ୍ଷିତ ୩ୟ କୋଣାର୍କ ଆନ୍ତଃରାଷ୍ଟ୍ରୀୟ ସାଇକ୍ଲୋଥନର ତାରିଖ ଧାର୍ଯ୍ୟ କରାଯାଇଛି । ଆସନ୍ତା ଡିସେମ୍ବର ୨୩ ତାରିଖରୁ ତୃତୀୟ କୋଣାର୍କ ଆନ୍ତଃରାଷ୍ଟ୍ରୀୟ ସାଇକ୍ଲୋଥନ

Read more

ବିଶ୍ୱ ହକି ଲିଗ୍‍ ଫାଇନାଲ ଯାଞ୍ଚ ହେଲା ଫ୍ଲଡ ଲାଇଟ୍‍

ବିଶ୍ୱ ହକି ଲିଗ୍‍ ଫାଇନାଲ ଯେତିକି ପାଖେଇ ଆସୁଛି ଦର୍ଶକ ଓ ଆୟୋଜକଙ୍କ ଉତ୍ସାହ ସେତିକି ବୃଦ୍ଧି ପାଇବାରେ ଲାଗିଛି । ଡିସେମ୍ବର ୧ରୁ ୧୦ ପର୍ଯ୍ୟନ୍ତ

Read more

କଳାହାଣ୍ଡି ଶବର କପ୍ ବିଜେତା

କଳାହାଣ୍ଡି ଭବାନୀପାଟଣା କ୍ରୀଡ଼ା ଛାତ୍ରାବାସ ୩-୧ ଗୋଲ୍ରେ କଟକ ମଙ୍ଗଳା କ୍ଲବକୁ ପରାସ୍ତ କରି ବିଂଶତମ ଶବର କପ୍ ଫୁଟବଲ୍ ପ୍ରତିଯୋଗିତାର ବିଜେତା ହୋଇଛି । ପ୍ରତିଯୋଗିତାର

Read more

ସର୍ବଭାରତୀୟ ଏଲ୍‍ଆଇସି କ୍ରୀଡା ପ୍ରତିଯୋଗିତା

ଭାରତୀୟ ଜୀବନ ବୀମା ଭୁବନେଶ୍ୱର ଜୋନ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡ଼ିୟମ ଓ ପୂର୍ବତଟ ରେଳବାଇ ଷ୍ଟାଡ଼ିୟମରେ ଚାଲିଥିବା ସର୍ବଭାରତୀୟ ଏଲ.ଆଇ.ସି କ୍ରୀଡା ପ୍ରତିଯୋଗିତାର ତୃତୀୟ ଦିବସ ଖେଳ

Read more

ବିଶ୍ୱ ହକି ଲିଗ୍‍ ଫାଇନାଲ ଆଉ ୧୮ ଦିନ ୨୪ରୁ ଖେଳାଳିଙ୍କ ଆଗମନ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ହକି ଲିଗ୍‍ର ଫାଇନାଲ ମ୍ୟାଚ ଆଉ ମାତ୍ର ୧୮ ଦିନ ପରେ ଖେଳାଯିବ । ଡିସେମ୍ବର ୧ରୁ ଖେଳାଯିବାକୁ ଥିବା ପ୍ରତିଯୋଗିତା

Read more

ଉଦୀୟମାନ ଚେସ୍ ଖେଳାଳୀ ସିଦ୍ଧାନ୍ତ ମହାପାତ୍ରଙ୍କୁୁ ଆଦାନୀ ଫାଉଣ୍ଡେସନ୍ ତରଫରୁ ପ୍ରୋସôାହନ

ଆଜି ଧାମରା ବନ୍ଦର ପରିସର ମଧ୍ୟରେ ଏକ ସୋ÷ଜନ୍ୟମୂଳକ ସାକ୍ଷାତକାର ଅବସରରେ ଉଦୀୟମାନ ଚେସ୍ ଖେଳାଳୀ ସିଦ୍ଧାନ୍ତ ମହାପାତ୍ରଙ୍କୁ ଧାମରା ବନ୍ଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ

Read more

ଶବର କପ୍ ଫୁଟବଲ୍ ଫାଇନାଲରେ ଭବାନୀପାଟଣା କ୍ରୀଡ଼ା ଛାତ୍ରାବାସ

ଭବାନୀପାଟଣା କ୍ରୀଡ଼ା ଛାତ୍ରାବାସ ଟାଇବ୍ରେକର ୪-୩ ଗୋଲରେ ଭୁବନେଶ୍ୱର କ୍ଲବ-୭୩କୁ ପରାସ୍ତ କରି ଦ୍ୱିତୀୟ ଦଳଭାବେ ୨୦ତମ ଶବର କପ୍ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛି

Read more

ଶବର କପ୍ ଫୁଟବଲ୍:ଭବାନୀପାଟଣା କ୍ରୀଡ଼ା ଛାତ୍ରାବାସ ସେମିରେ

ଭବାନୀପାଟଣା କ୍ରୀଡ଼ା ଛାତ୍ରାବାସ ୧-୦ ଗୋଲ୍ରେ ବିଜୟୀ ହୋଇ ବିଂଶତମ ଶବର କପ୍ ଫୁଟବଲ୍ ପ୍ରତିଯୋଗିତାରେ ଶେଷ ଦଳଭାବେ ସେମିଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଛି । ପ୍ରତିିଯୋଗିତାର

Read more

ସତ୍ୟ ନାଡେଲାଙ୍କ ପୁସ୍ତକ ‘ହିଟ୍ ରିଫ୍ରେସ୍’ ନେଇ ଅନିଲ୍ କୁମ୍ବଲେଙ୍କ ସହିତ ଆଲୋଚନା

ମାଇକ୍ରୋସଫ୍ଟ ଇଣ୍ଡିଆ ସିଇଓ ସତ୍ୟ ନାଡେଲା ତାଙ୍କ ପୁସ୍ତକ ‘ହିଟ୍ ରିଫ୍ରେସ୍’ ସମ୍ପର୍କରେ ଅନିଲ୍ କୁମ୍ବଲେଙ୍କ ସହିତ ଆଲୋଚନା କରିଛନ୍ତି । ଏହି ସ୍ୱତନ୍ତ ଆଲୋଚନା ମାଇକ୍ରୋସଫ୍ଟ

Read more
Powered By Indic IME