“ଆମର ଆତ୍ମିକ ଉତ୍ତରଣ ଓ ଅଭୀପ୍ସାର ପୂର୍ତ୍ତି ପାଇଁ ପୁସ୍ତକ ଜରୁରୀ’: ମନୋଜ ଦାସ

ସୁଖର ଅନୁଭବ ଓ ଶାନ୍ତି ପାଇଁ ଆମେ ପ୍ରୟାସ କଲାବେଳେ ବିଘ୍ନ ଓ ପ୍ରତିବନ୍ଧକ ଆସୋ ଆମେ ସଂହତିର ସ୍ୱପ୍ନ ଦେଖୁ କିନ୍ତୁ ତାହା ବିପନ୍ନ ହୁଏା

Read more

ଭୁବନେଶ୍ୱର ସାହିତ୍ୟ ସମାଜ ଅଧ#ବେଶନ “ପରିବାରରୁ ହିଁ ମାତୃଭାଷାର ମହିମା ପ୍ରକଟ ହୁଏ ଓ ପ୍ରସାରିତ ହୁଏ’

ବିଜ୍ଞାନ ଓ କାରିଗରୀ କୌଶଳର ବିକାଶ ସାଙ୍ଗକୁ ଆଜିର ଡିଜିଟାଲ ଦୁନିଆରେ ମାତୃଭାଷା ପ୍ରତି ଆଦର କମିବାରେ ଲାଗିଥ#ବାବେଳେ କେବଳ ପରିବାରରୁ ହିଁ ମାତୃଭାଷାର ପ୍ରସାର ଓ

Read more

କବି ସୌରୀନ୍ଦ୍ର ବାରିକଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି , “ଛଳନା ଓ କୃତ୍ରିମତାରୁ ଦୂରରେ ରହି ସେ ସରଳତାର ପୂଜାରୀ ଥ#ଲେ’

ଓଡ଼ିଆ କବିତାକୁ ଦୁର୍ବୋଧ୍ୟତାରୁ ମୁକୁଳାଇ ପାଠକାଭିମୁଖୀ କରିବାରେ କବି ସୌରୀନ୍ଦ୍ର ବାରିକ ସଫଳ ହୋଇଥ#ଲୋ କବିତା, ଆଲୋଚନା, ଶିଶୁଲେଖା ଓ କଳା ସମୀକ୍ଷଣରେ ବିପୁଳ ପାଠକୀୟତା ଅର୍ଜନ

Read more

ବିଶିଷ୍ଟ ଲେଖକ ଶ୍ରୀ ଶତୃଘ୍ନ ପାଣ୍ଡବ ୩୯ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ

ବିଶିଷ୍ଟ ଲେଖକ ଶ୍ରୀ ଶତୃଘ୍ନ ପାଣ୍ଡବ ତାଙ୍କ ରଚିତ “ମିଶ୍ର ଧ୍ରୁପଦ’ ନିମନ୍ତେ ୩୯ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆଜି ସନ୍ଧ୍ୟାରେ

Read more

ଉତ୍କଳ ଦିବସ ପାଇଁ ନବପଲ୍ଲବର ୨ୟ ସଂସ୍କରଣ ଉନ୍ମୋଚନ

ଉତ୍କଳ ଦିବସ ସମଗ୍ର ଓଡ଼ିଶା ସମେତ ଓଡ଼ିଶା ବାହାରେ ମଧ୍ୟ ବଡ଼ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରକାରେ

Read more

୨୦୧୩ ଓ ୨୦୧୪ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ

୨୦୧୩ ଓ ୨୦୧୪ ମସିହା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଉପନ୍ୟାସ, କ୍ଷୁଦ୍ର ଗଳ୍ପ, କାବ୍ୟକବତା, ନାଟକ ଓ ଏକାଙ୍କିକା, ପ୍ରବନ୍ଧ

Read more

ନୂଆ ଦିଲ୍ଲୀରେ ଦ୍ବିତୀୟ ଆନ୍ତର୍ଯାତୀୟ ଓଡିଆ ଭାଷା ସମ୍ମିଳନୀ ଫେବୃଆରୀ ୨୦ରେ୤

ଦିଲ୍ଲୀସ୍ଥିତ ପ୍ରବାସୀ ବୁଦ୍ଧିଜୀବୀ ଓଡିଆ ସଂଗଠନ “ଦି ଇଣ୍ଟେଲେକ୍ଟସ୍‌” ଆନୁକୂଲ୍ୟରେ ଆସନ୍ତା ଫେବୃଆରୀ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଦ୍ବିତୀୟ ଓଡିଆ ଭାଷା ସମ୍ମିଳନୀ୤ ଏହାର

Read more

ଦ୍ୱିତୀୟ ଚନ୍ଦ୍ରଭାଗା କବିତା ମହୋତ୍ସବ ଉଦ୍ୟାପିତ

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ତଥା କେତେକ କବି ଓ କବିତାପ୍ରେମୀଙ୍କ ସମ୍ମିଳିତ ଉଦ୍ୟମରେ ଦ୍ୱିତୀୟ ଚନ୍ଦ୍ରଭାଗା କବିତା ମହୋତ୍ସବ ଗତ ୯ ଓ ୧୦ ଜାନୁଆରୀରେ କୋଣାର୍କ ଯାତ୍ରୀ

Read more

କାଦମ୍ବିନୀ ଜାତୀୟ ଲେଖକ ସମ୍ମିଳନୀରେ ମତପ୍ରକାଶ ‘କାଦମ୍ବିନୀ ପତ୍ରିକା ହାଟ’ ଉଦାହରଣ ସୃଷ୍ଟି କରିଛି

ଓଡ଼ିଆ ସମେତ ଭାରତର ବିଭିନ୍ନ ଭାଷାର ଲେଖକମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା, ପୁଣି ବିଭିନ୍ନ ଭାଷାର ପତ୍ରପତ୍ରିକାଗୁଡ଼ିକୁ ‘ପ୍ରତିକା ହାଟ’ରେ ପ୍ରଦର୍ଶନ କରି ‘କାଦମ୍ବିନୀ’ ଭାରତୀୟ

Read more

ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରୀ ମିଟ୍ର ପ୍ରଥମ ସଂସ୍କରଣ ଉଦ୍ଘାଟିତ

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଟାଟା ଷ୍ଟିଲ ଭାରତ ଓ ଦକ୍ଷିଣ-ପୂର୍ବ ଏସିଆର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଟିଭି ନରେନ୍ଦ୍ରନ୍ଙ୍କ ଉପସ୍ଥିିତିରେ ଭୁବନେଶ୍ୱରସ୍ଥିତ ଲଳିତ

Read more