କୈଳାସ ସତ୍ୟାର୍ଥୀଙ୍କ ଭାରତ ଯାତ୍ରା ଅଭିଯାନ ଭାରତର ଶିଶୁଙ୍କୁ ସୁରକ୍ଷା ପ୍ରଦାନ କରିବ: ରାଷ୍ଟ୍ରପତି

ନୋବେଲ ଶାନ୍ତି ପୁରସ୍କାର ବିଜେତା ଶ୍ରୀ କୈଳାସ ସତ୍ୟାର୍ଥୀ ଦେଶରେ ହେଉଥିବା ଶିଶୁ ଯୌନ ଉପôୀଡନ ଏବଂ ଶିଶୁ ଚାଲାଣ ବିରୋଧରେଆରମ୍ଭ କରିଥିବା ଭାରତ ଯାତ୍ରା ଅଭିଯାନ

Read more

ଅଧ୍ୟାପକ ପଦବୀ ନିମନ୍ତେ ଦରଖାସ୍ତ ଆହ୍ୱାନ

ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥ#ବା ରାଜ୍ୟ ପ୍ରବରଣ ବୋର୍ଡ ଦ୍ୱାରା ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡିକରେ ଖାଲି ପଡିଥ#ବା ବିଭିନ୍ନ ବିଭାଗର ୧୬୨୫ଟି ଅଧ୍ୟାପକ ପଦବୀ

Read more

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର କେନ୍ଦ୍ର କୌଶଳ ବିକାଶ ମନ୍ତ୍ରଣାଳୟ ସହ ଐତିହାସିକ ରାଜିନାମା ସ୍ୱାକ୍ଷରିତ

ଆଗାମୀ ତିନି ବର୍ଷରେ ପ୍ରାୟ ଏକ ଲକ୍ଷ ଯୁବକ ଯୁବତୀଙ୍କୁ ଆପ୍ରେଣ୍ଟିସ୍ସିପ୍ ପ୍ରଦାନ ଉଦେ୍ଧଶ୍ୟରେ ସେଞ୍ଚୁରିଅନ ୟୁନିଭର୍ସିଟିର କେନ୍ଦ୍ର କୌଶଳ ବିକାଶ ମନ୍ତ୍ରଣାଳୟ ଅଧୀନସ୍ଥ ତାଲିମ ମହାନିଦେ୍ର୍ଧଶାଳୟ

Read more

ଶିକ୍ଷୟତ୍ରୀ ସମ୍ମାନୀତ

ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଟକସ୍ଥିତ ଖପୁରିଆର ନୟାଚୌକ ଉ.ପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁପ୍ରଭା ଶତପଥୀଙ୍କୁ ସମ୍ମାନୀତ କରାଯାଇଛି । ଓଡ଼ିଶା ପ୍ରେସ୍ ଏକାଡ଼େମୀର ୩୦ତମ

Read more

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦ ପକ୍ଷରୁ ‘’ମହା ସ୍ଵାଗତ ସମାରୋହ’’ ଆୟୋଜିତ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେତକ୍ଷାଳୟ ଠାରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ନିମନ୍ତେ ଏକ ‘’ମହା ସ୍ଵାଗତ ସମାରୋହ’’

Read more

ସମାଜ ସହ ଗଭୀର ଏବଂ ଓତଃପ୍ରୋତଭାବେ ଜଡ଼ିତ ହେବାପାଇଁ ଏନ୍ଆଇଟିମାନଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ

ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଆଜି (ଅକ୍ଟୋବର ୨୯, ୨୦୧୪) ରାଷ୍ଟ୍ରପତି ଭବନଠାରେ ନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି)ର ନିର୍ଦେଶକମାନଙ୍କ ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି

Read more

ରିଲାଏନ୍ସ କମ୍ୟୁନିକେସନ୍ସ-ଜୀବନ ଜ୍ୟୋତି ଟ୍ରଷ୍ଟ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ

ନିଜର କର୍ପୋରେଟ ସାମାଜିକ ଦାୟିତ୍ୱବଦ୍ଧତାକୁ ସଂପ୍ରସାରିତ କରିବା ଲକ୍ଷ୍ୟରେ ରିଲାଏନ୍ସ କମ୍ୟୁନିକେସନ୍ସ ଓ ଜୀବନ ଜ୍ୟୋତି •ରିଟେବଲ ଟ୍ରଷ୍ଟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଯାଇଛି

Read more

ଆଇଆଇଏମ୍ ଜମି ଚିହ୍ନଟ ପାଇଁ ସୁନ୍ଦରଗଡ ଓ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଆଇଆଇଏମ୍ ର ସ୍ଥାନ ନିରୂପଣ ପାଇଁ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ନିକଟ ଏବଂ କୋରାପୁଟ ଜିଲ୍ଲାର ଜୟପୁର ନିକଟରେ ଜମି ଚିହ୍ନଟ ପାଇଁ ଶିଳ୍ପ ବିଭାଗ ଶାସନ

Read more

ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ସେପ୍ଟେମ୍ବର ୫ରେ

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୁଲ୍ୟରେ ସେପ୍ଟେମ୍ବର ୫ ତାରିଖ ଗୁରୁଦିବସରେ ସ୍ଥାନୀୟ ୟୁନିଟ ୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା

Read more
Powered By Indic IME