ବିଶ୍ୱ କପ୍ ହକି ପୂର୍ବରୁ ସଡ଼କ ସୌନ୍ଦର୍ଯ୍ୟକରଣ; ବିଡ଼ିଏ ପକ୍ଷରୁ ୪୦ କିମି ମୁଖ୍ୟ ରାସ୍ତାରେ ଉଦ୍ୟାନୀକରଣ ଯୋଜନା

ବିଶ୍ୱ କପ୍ ହକି ଆୟୋଜନର ଅବ୍ୟବହିତ ପୂର୍ବରୁ ସହରର ପ୍ରମୁଖ ସଡ଼କଗୁଡ଼ିକରେ ବ୍ୟାପକ ଉଦ୍ୟାନୀକରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜରିଆରେ ରାଜଧାନୀର ୪୦ କିମି ରସ୍ତାର ସୌନ୍ଦର୍ଯ୍ୟକରଣ

Read more

ଲକ୍ଷ୍ମୀସାଗର ଥାନା: ବଢୁଛି ବ୍ରାଉନସୁଗାର ବ୍ୟବସାୟ

ଲକ୍ଷ୍ମୀସାଗର ଥାନା: ବଢୁଛି ବ୍ରାଉନସୁଗାର ବ୍ୟବସାୟ ଭୁବନେଶ୍ୱର (ଜିତେନ୍‍ ସାହୁ): ରାଜଧାନୀ ଏବେ ନିଶା କାରବାରର ପ୍ରମୁଖ ପେଣ୍ଠସ୍ଥଳ ପାଲଟିଛି । ଭୁବନେଶ୍ୱର ଦେଇ ରାଜ୍ୟର ବିଭିନ୍ନ

Read more

କଏଦୀଙ୍କ ସନ୍ତାନ ପାଳିଲେ ରଜ

ଭୁବନେଶ୍ୱର,୧୪ା୬: ରାଜ୍ୟର ପୁରପଲ୍ଲୀରେ ରଜ ପର୍ବ ପାଳିତ ହେଉଥିବା ବେଳେ ଆଜୀବନ ଦଣ୍ଡାଦେଶ ଭୋଗୁଥିବା କଏଦୀଙ୍କ ସନ୍ତାନମାନେ ରଜ ପର୍ବ ପାଳନ କରିଛନ୍ତି । ଝାରପଡାସ୍ଥିତ ମଧୁରମୟୀ

Read more

ଦୟାଙ୍କ ଦୌରାତ୍ମ୍ୟରେ ଥରହର ବାର ମାଲିକ

ଭୁବନେଶ୍ୱର(ଜିତେନ ସାହୁ): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବାର, ମସାଜ ସେଣ୍ଟର, ସ୍ପାରେ ଚାଲିଥିବା ଅନୈତିକ କାମକୁ ରୋକିବା ଲାଗି କମିଶନରେଟ ପୁଲିସ ପୂରା ଦମରେ ଲାଗିଛି ।

Read more

ନନ୍ଦନକାନନରେ ମଗର କୁମ୍ଭୀର ଛୁଆ ଜନ୍ମ

ନନ୍ଦନକାନନରେ ମଗର କୁମ୍ଭୀର ଛୁଆ ଜନ୍ମ ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪୧ ନମ୍ବର ଖୁଆଡରେ ରହୁଥିବା ମାଈ ମଗର/ଗୋମୁହାଁ କୁମ୍ଭୀର ଦେଇଥିବା ଅଣ୍ଡାରୁ ଶନିବାର ଛୁଆ

Read more

ରାଜଭବନରେ କୁଳପତି ସମ୍ମିଳନୀ: ଉଚ୍ଚ ଶିକ୍ଷା କ୍ଷେତ୍ରରେ ସମୟ ଉପଯୋଗୀ ସଂସ୍କାର ଆଣିବାକୁ ରାଜ୍ୟପାଳଙ୍କ ପରାମର୍ଶ

ଉନ୍ନତ ମାନବ ସଂବଳ ହେଉଛି ଏକ ଜାତିର ଅସଲ ସଂପତ୍ତି । ଏବଂ ଏହାର ନିର୍ମାଣରେ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରମୁଖ ଭୂମିକା ରହିଛି । ଏହି ଗୁରୁତ୍ୱପୂଣ୍ଣ ର୍

Read more

ଭୁବନେଶ୍ୱରରେ ଆଲୁମିନିୟମ୍ ମୁ୍ୟଜିଅମ୍ ପ୍ରତିÂା କରିବ ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ : ନାଲ୍କୋ ଅଧ୍ୟକ୍ଷ

ଭୁବନେଶ୍ୱରରେ ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଖୁବ୍ ଶୀଘ୍ର ଏକ ଆଲୁମିନିୟମ୍ ମୁ୍ୟଜିଅମ୍ ପ୍ରତିÂା କରାଯିବ ବୋଲି ନାଲ୍କୋର ଅଧ୍ୟକ୍ଷ ତଥା ଆଲୁମିନିୟମ୍ ଆସୋସିଏସନ୍ ଅଫ୍

Read more

ନୟାପଲ୍ଲୀ ପୋଲିସର ଛାତ୍ରୀ ନିର୍ଯ୍ୟାତନା ପ୍ରତିବାଦରେ ରାଜ୍ୟପାଳଙ୍କୁ କଂଗ୍ରେସର ଦାବିପତ୍ର

ନୟାପଲ୍ଲୀ ଥାନା ଭିତରେ ଅନୁସୂଚିତ ଜାତିର ଦୁଇ ଏମ.ବି.ଏ ଛାତ୍ରୀଙ୍କ ଉପରେ ହୋଇଥିବା ନିର୍ମମ ଅତ୍ୟାଚାର ପ୍ରତିବାଦରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ସଭାନେତ୍ରୀ ଶ୍ରୀମତୀ ସସ୍ମିତା

Read more

କର୍ଣ୍ଣାଟକ ବିଧାନସଭା ଫଳାଫଳକୁ ନେଇ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ

ସାରା ଦେଶ ଏବେ ମୋଦି ଲହରରେ ବିମୋହିତ ବୋଲି ତାହା ଆଜି ପ୍ରମାଣିତ ହେଲା । ୨୦୧୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୪୦ଟି ଆସନ ପାଇଥିବା ଭାରତୀୟ

Read more

ଓଡିଶା ରାଜ୍ୟ ମଦ୍ରସା ବୋର୍ଡ ପରୀକ୍ଷାଫଳ ପ୍ରକାଶିତ

ଚଳିତ ଶିକ୍ଷା ବର୍ଷରେ ରାଜ୍ୟ ମଦ୍ରସା ବୋର୍ଡର ବିଭିନ୍ନ ବର୍ଗରେ ଅନୁଷ୍ଠିତ ପରୀକ୍ଷା ଯଥା ମୌଲବୀ, ମାହିର, ଆଲିମ ଏବଂ ଫାଜିଲ ତା ୨୩.୦୨.୨୦୧୮ ରିଖ ଠାରୁ

Read more
Powered By Indic IME