ବିଶିଷ୍ଟ ଲେଖକ ଶ୍ରୀ ଶତୃଘ୍ନ ପାଣ୍ଡବ ୩୯ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ

ବିଶିଷ୍ଟ ଲେଖକ ଶ୍ରୀ ଶତୃଘ୍ନ ପାଣ୍ଡବ ତାଙ୍କ ରଚିତ “ମିଶ୍ର ଧ୍ରୁପଦ’ ନିମନ୍ତେ ୩୯ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆଜି ସନ୍ଧ୍ୟାରେ

Read more

ମାସିକ ସମ୍ବାଦଭିତ୍ତିକ ପତ୍ରିକା ‘ଜ୍ୟୋତିଶ୍ରୀ’ର ବିଶେଷ ସଂଖ୍ୟା ‘ମରଣ ମୁହଁରେ ମହାନଦୀ’ ଉନ୍ମୋଚିତ

ମାସିକ ସମ୍ବାଦଭିତ୍ତିକ ପତ୍ରିକା ଜ୍ୟୋତିଶ୍ରୀର ବିଶେଷ ସଂଖ୍ୟା ‘ମରଣ ମୁହଁରେ ମହାନଦୀ’ ସ୍ଥାନୀୟ ରେଡକ୍ରସ୍ ଭବନରେ ଉନ୍ମୋଚିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ

Read more

ଚିତ୍ର ବଖାଣୁଛି ପାଇକ ସଂଗ୍ରାମର ଅମର ଗାଥା; ସମ୍ବର୍ଦ୍ଧିତ ହେଲେ ମୋହନ ସୁନ୍ଦର ଦଳସିଂରାୟ

ସ୍ୱାଧୀନତା ଦିବସ ପାଇଁ ରାଜଧାନୀ ତ୍ରିରଙ୍ଗାମୟ ହୋଇ ଉଠିଥିଲା ବେଳେ ରାଷ୍ଟ୍ରୀୟ ଲଳିତକଳା ଏକାଡେ଼ମୀରେ ଆୟୋଜିତ ହୋଇଯାଇଛି ବୀର ସଂଗ୍ରାମୀଙ୍କ ଚିତ୍ର ପ୍ରଦର୍ଶନୀ । ଏଥିରେ ସ୍ଥାନ

Read more

ଆଟ୍ ଫର ଫୋଭେଲ ଶିର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଓଡ଼ିଶା ମର୍ଡନ ଆର୍ଟ ଗ୍ୟାଲେରୀରେ ଉଦଘାଟନ

ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଲୟ ତରଫରୁ ଆଟ୍ ଫର ଫୋଭେଲ ଶିର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଓଡ଼ିଶା ମର୍ଡନ ଆର୍ଟ ଗ୍ୟାଲେରୀରେ ଉଦଘାଟନ ହୋଇଯାଇଛି ।

Read more

ଆର୍ଟ-ଇନ୍-ଇଣ୍ଡଷ୍ଟ୍ରି ଶିବିର ସହ ଟାଟା ଷ୍ଟିଲ ଉତ୍ସବ-୨୦୧୬ର ଶୁଭାରମ୍ଭ

ଚିତ୍ରାଙ୍କନ ଶିବିର ତଥା ପ୍ରଦର୍ଶନୀ ଆର୍ଟ-ଇନ୍-ଇଣ୍ଡଷ୍ଟ୍ରି ଓ ଟାଟା ଷ୍ଟିଲ ଓଡ଼ିଶା ଉତ୍ସବ-୨୦୧୬ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀରେ ଉଦ୍ଘାଟିତ ହୋଇଯାଇଛି ।

Read more

ଓଡିଆ ଝିଅ ଅନିଶା ଆଚାର୍ଯ୍ୟ ଙ୍କ ଦ୍ଵାରା ସମ୍ପାଦିତ ଲଘୁ ଚଳଚିତ୍ର ୨୦୧୫ ଷ୍ଟୁଡେଣ୍ଟ ଅସ୍କାର ସ୍ଵର୍ଣ ପୁରଷ୍କାରରେ ସମ୍ମାନିତ

ଗତ କାଲି ୨୦୧୫ ମସିହାର ଷ୍ଟୁଡେଣ୍ଟ ଆକାଡେମି ଆୱାର୍ଡ (ଷ୍ଟୁଡେଣ୍ଟ ଅସ୍କାର) ପୁରସ୍କାର ପ୍ରଦାନ ସମାରୋହ ସମାପନ ହୋଇଅଛି । ଆନ୍ତର୍ଜାତୀୟ ସ୍ତରରେ ଚଳଚିତ୍ର କ୍ଷେତ୍ରରେ ଉଦ୍ଦିୟମାନ

Read more

ନବକଳେବର ଉପଲକ୍ଷେ, ଭଜନ ସିଡି “ହୃଦୟ ବଲ୍ଲଭ’ର ଲୋକାର୍ପଣ

ସ୍ୱନାମଧନ୍ୟ କ=ଶିଳ୍ପୀ ସୁସ୍ମିତା ଦାସଙ୍କ ଗାଇଥ#ବା ୧୨ ଗୋଟି ଭକ୍ତି ସଂଗୀତ ଗୁଚ୍ଛକୁ ନେଇ ପ୍ରସ୍ତୁତ ଏକ ଅଡିଓ ସିଡି “ହୃଦୟ ବଲ୍ଲଭ’ର ଶୁଭ ଲୋକାର୍ପଣ ଆସନ୍ତାକାଲି,

Read more

କାହିଁକି ଭାଙ୍ଗୁଛି ଜଗନ୍ନାଥଙ୍କ ପରମ୍ପରା?

ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ନବକଳେବର-୨୦୧୫ ସମ୍ଭବତଃ ବିପର୍ଯ୍ୟସ୍ତ ପରମ୍ପରା ପାଇଁ ଇତିହାସ ସୃଷ୍ଟି କରିବ । ଆରମ୍ଭରୁ ବନଯାଗ ଯାତ୍ରାକୁ ନେଇ ଦୁଇଟି ପରମ୍ପରା ଭାଙ୍ଗିବାର ଦେଖାଯାଉଛି

Read more

ସିନେମା ମଣିଷ ଜୀବନଶୈଳୀରେ ଗଭୀର ରେଖାପାତ କରିଥାଏ

ସିନେମା ଆଧୁନିକ ମଣିଷର ଜୀବନ ଶୈଳୀ ଉପରେ ଗଭୀର ରେଖାପାତ କରିଥାଏ ବୋଲି ଇନିଷ୍ଟିଚୁ୍ୟଟ୍ ଅଫ୍ ମିଡିଆ ଷ୍ଟଡିଜ୍ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ବକ୍ତାମାନେ ମତବ୍ୟକ୍ତ

Read more

ଦିଲ୍ଲୀଠାରେ ଜାତୀୟ ଆଦିବାସୀ ମେଳା “ବନଜ” -୨୦୧୫

ଆଗାମୀ ଫେବୃୟାରୀ ୧୩ ରୁ ୧୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ପ୍ରଥମଥର ପାଇଁଜାତୀୟ ଆଦିବାସୀମେଳା

Read more
Powered By Indic IME