ନବୀନ ପଟ୍ଟନାୟକଙ୍କୁ ଆଜି ଶତାଧିକ ମହିଳା କର୍ମକର୍ତ୍ତାମାନେ ନବୀନ ନିବାସରେ ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବ ଉପରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ

Read more

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପ ୨୧ରେ “ଓଡ଼ିଶା ଦିବସ’ ସମାରୋହ

ଦିଲ୍ଲୀର ପ୍ରଗତି ମଇଦାନ ପରିସରରେ ୩୮ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଛିା ଏହି ମେଳା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବା

Read more

ସମାଜସେବୀ ସରୋଜ କୁମାର ଦାଶଙ୍କୁ ୨୦୧୮ବର୍ଷ ପାଇଁ ଓଡ଼ିଶା ଯୁବ ପ୍ରେରଣା ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ପ୍ରତିଭାବାନ ଯୁବ ସମାଜସେବୀ ତଥା “କନ୍ୟା ଅନ୍ମୋଲ ହେ” ଅଭିଯାନର ପ୍ରତିÂାତା ଏବଂ ରାଷ୍ଟ୍ରୀୟ ସଂଯୋଜକ, ଶ୍ରୀଯୁକ୍ତ ସରୋଜ କୁମାର ଦାଶଙ୍କୁ ଭୁବନେଶ୍ୱରଠାରେ ଆୟୋଜିତ ୮ମ

Read more

ଓଡ଼ିଶାରେ ହେବ ୱାଲ୍ଡେନଉଡ୍ସ ଇକୋ ଭିଲେଜ

ୱାଲ୍ଡେନ୍ଉଡ୍ସ ଫାଉଣ୍ଡେସନ ଏକ ଦିଲ୍ଲୀ ସ୍ଥିତ ପଞ୍ଜୀକୃତ ଦାତବ୍ୟ ନ୍ୟାସ ଯାହା ଗ୍ରାମାଞ୍ଚଳରେ ସ୍ମାର୍ଟ ଇକୋ ଭିଲେଜେସ୍ (ଆଦର୍ଶ ପର୍ଯ୍ୟଟନ) ନିର୍ମାଣ ଦ୍ୱାରା ଗ୍ରାମାଞ୍ଚଳର ଉତ୍ଥାନ ପାଇଁ

Read more

“କନ୍ୟା ଅନମୋଲ ହୈ ” ତରଫରୁ ଜାତୀୟ ଶିକ୍ଷା ଦିବସ ପାଳନ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ତଥା ଭାରତରତ୍ନ ବିଜେତା ମୌଲାନା ଅବୁଲ କାଲାମ ଆଜ଼ାଦ୍ ଙ୍କର ପବିତ୍ର ଜନ୍ମତିଥି ଉପଲକ୍ଷେ ସମଗ୍ର

Read more

ମର୍ଯ୍ୟାଦାଜନକ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଏବଂ ଯୁବ ପ୍ରେରଣା ପୁରସ୍କାର ବିତରଣ ଉତ୍ସବ ୧୬ ନଭେମ୍ବରରେ

• ପ୍ରତିÂିତ ବ୍ୟକ୍ତିତ୍ୱ ରମାକାନ୍ତ ରଥ, ଶିଶିର ମିଶ୍ର, ଡଃ ସ୍ୱରୂପ ରଞ୍ଜନ ମିଶ୍ର, ଦୂତୀ ଚାନ୍ଦ, ମାସାକୋ ଓନୋ, ମିତ୍ରଭାନୁ ଗୌନ୍ତିଆ, ଗୌନ୍ତିଆ ମହମ୍ମଦ ଜମିଉଲ୍ଲା,

Read more

ରେନଲ୍ଟ ପକ୍ଷରୁ ପାର୍ବଣ ଅବସରରେ ରେନଲ୍ଟ କ୍ୟାପଚର୍ ଉପରେ ଆକର୍ଷଣୀୟ ପ୍ରାଇସିଂ ଅଫର

ଭାରତରେ କାରବାର କରୁଥିବା ଏକ ନମ୍ବର ୟୁରୋପିଆନ୍ ବ୍ରାଣ୍ଡ୍ ରେନଲ୍ଟ ପକ୍ଷରୁ ଚଳିତ ପାର୍ବଣ ଅବସରରେ ଏହାର ପ୍ରାଇସିଂ ଉପରେ ଆକର୍ଷଣୀୟ ଅଫର ଉପଲବ୍ଧ କରାଯିବା ସମ୍ପର୍କରେ

Read more

ଗୁଜୁରାଟଠାରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ବା ଏକତା ପ୍ରତିମୂର୍ତ୍ତିର ଶୁଭ ଉଦ୍ଘାଟନ କରିବେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି

• ଷ୍ଟାଚ୍ୟୁ ଅଫ୍ ୟୁନିଟି ହେଉଛି, ନିଉୱର୍କସ୍ଥିତ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ର ଆକାରଠାରୁ ଦୁଇଗୁଣା ବଡ • ସର୍ଦ୍ଧାର ବଳ୍ଳଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିର ଶୁଭ

Read more
Powered By Indic IME