ଓଡ଼ିଶାରେ ହେବ ୱାଲ୍ଡେନଉଡ୍ସ ଇକୋ ଭିଲେଜ

ୱାଲ୍ଡେନ୍ଉଡ୍ସ ଫାଉଣ୍ଡେସନ ଏକ ଦିଲ୍ଲୀ ସ୍ଥିତ ପଞ୍ଜୀକୃତ ଦାତବ୍ୟ ନ୍ୟାସ ଯାହା ଗ୍ରାମାଞ୍ଚଳରେ ସ୍ମାର୍ଟ ଇକୋ ଭିଲେଜେସ୍ (ଆଦର୍ଶ ପର୍ଯ୍ୟଟନ) ନିର୍ମାଣ ଦ୍ୱାରା ଗ୍ରାମାଞ୍ଚଳର ଉତ୍ଥାନ ପାଇଁ

Read more

“କନ୍ୟା ଅନମୋଲ ହୈ ” ତରଫରୁ ଜାତୀୟ ଶିକ୍ଷା ଦିବସ ପାଳନ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ତଥା ଭାରତରତ୍ନ ବିଜେତା ମୌଲାନା ଅବୁଲ କାଲାମ ଆଜ଼ାଦ୍ ଙ୍କର ପବିତ୍ର ଜନ୍ମତିଥି ଉପଲକ୍ଷେ ସମଗ୍ର

Read more

ମର୍ଯ୍ୟାଦାଜନକ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଏବଂ ଯୁବ ପ୍ରେରଣା ପୁରସ୍କାର ବିତରଣ ଉତ୍ସବ ୧୬ ନଭେମ୍ବରରେ

• ପ୍ରତିÂିତ ବ୍ୟକ୍ତିତ୍ୱ ରମାକାନ୍ତ ରଥ, ଶିଶିର ମିଶ୍ର, ଡଃ ସ୍ୱରୂପ ରଞ୍ଜନ ମିଶ୍ର, ଦୂତୀ ଚାନ୍ଦ, ମାସାକୋ ଓନୋ, ମିତ୍ରଭାନୁ ଗୌନ୍ତିଆ, ଗୌନ୍ତିଆ ମହମ୍ମଦ ଜମିଉଲ୍ଲା,

Read more

ରେନଲ୍ଟ ପକ୍ଷରୁ ପାର୍ବଣ ଅବସରରେ ରେନଲ୍ଟ କ୍ୟାପଚର୍ ଉପରେ ଆକର୍ଷଣୀୟ ପ୍ରାଇସିଂ ଅଫର

ଭାରତରେ କାରବାର କରୁଥିବା ଏକ ନମ୍ବର ୟୁରୋପିଆନ୍ ବ୍ରାଣ୍ଡ୍ ରେନଲ୍ଟ ପକ୍ଷରୁ ଚଳିତ ପାର୍ବଣ ଅବସରରେ ଏହାର ପ୍ରାଇସିଂ ଉପରେ ଆକର୍ଷଣୀୟ ଅଫର ଉପଲବ୍ଧ କରାଯିବା ସମ୍ପର୍କରେ

Read more

ଗୁଜୁରାଟଠାରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ବା ଏକତା ପ୍ରତିମୂର୍ତ୍ତିର ଶୁଭ ଉଦ୍ଘାଟନ କରିବେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି

• ଷ୍ଟାଚ୍ୟୁ ଅଫ୍ ୟୁନିଟି ହେଉଛି, ନିଉୱର୍କସ୍ଥିତ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ର ଆକାରଠାରୁ ଦୁଇଗୁଣା ବଡ • ସର୍ଦ୍ଧାର ବଳ୍ଳଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିର ଶୁଭ

Read more

ଓଡ଼ିଶା ଭାରତ ମଧ୍ୟରେ ଶ୍ରେÂ ବିନିର୍ମାଣ କ୍ଷେତ୍ର ଭାବେ ବିକଶିତ ହେଉଛି

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୧୮ ପୂର୍ବରୁ ରାଜ୍ୟରେ ନିବେଶକଙ୍କ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । ଏହାଦ୍ୱାରା ବିନିର୍ମାଣ କ୍ଷେତ୍ରରେ ରାଜ୍ୟ ସମଗ୍ର ଦେଶରେ ଶ୍ରେÂତ୍ୱ

Read more

ଉଜ୍ଜ୍ୱଳା ଯୋଜନା ମହାଦୁର୍ନୀତି ଓ ରନ୍ଧନ ଗ୍ୟାସ୍‍ ଦର ବୃଦ୍ଧି ହେଉଛି କେନ୍ଦ୍ରର ମହିଳା ବିରୋଧୀ ପଦକ୍ଷେପ: ମହିଳା ବିଜେଡି

ଉଜ୍ଜ୍ୱଳା ଯୋଜନା ମହାଦୁର୍ନୀତିରେ କେନ୍ଦ୍ର ସରକାର ଓଡ଼ିଶାର ଗରିବ ମହିଳାମାନଙ୍କୁ ଦିନରେ ଲଣ୍ଠନ ଦେଖାଇଛନ୍ତି । ଗୋଟିଏ ପଟେ ଉଜ୍ଜ୍ୱଳା ଯୋଜନାରେ ମହାଦୁର୍ନୀତି ହୋଇଥିବା ସୂଚନା ତୈଳମନ୍ତ୍ରୀ

Read more

ଏମ୍ସିଏଲ୍ ପକ୍ଷରୁ କିସ୍ ବିଶ୍ୱବିଦ୍ୟାଳୟଠାରେ ଅଖଣ୍ଡତା ପ୍ରତିଜ୍ଞା ସମାରୋହ ପାଳିତ ; ଭ୍ରଷ୍ଟାଚାର ବିରୋଧୀ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ

ମହାନଦୀ କୋଲଫିଲଡସ୍ ଲିମିଟେଡ୍ (ଏମ୍ସିଏଲ୍) ତରଫରୁ ଆଜି କିସ୍ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଅଖଣ୍ଡତା ପ୍ରତିଜ୍ଞା ସମାରୋହ ସହିତ ଭ୍ରଷ୍ଟାଚାର ବିରୋଧୀ ସଚେତନତା କାର୍ଯ୍ୟକ୍ରମ ପାଳତ ହୋଇଯାଇଛି

Read more

ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ ହେଉ

ଭୁବନେଶ୍ୱର: ସାମ୍ବାଦିକ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି । ପୁଲିସ ଜାଣତରେ ସବୁ ହେଉଥିଲେ ମଧ୍ୟ କାର୍ଯ୍ୟାନୁÂାନ ହେଉନାହିଁ । ତେବେ ସାମ୍ବାଦିକ ମାନଙ୍କ ସୁରକ୍ଷା

Read more
Powered By Indic IME