ଆନ୍ତର୍ଜାତୀୟ ବାଲୁକା ଶିଳ୍ପ ଉତ୍ସବ ଚନ୍ଦ୍ରଭାଗା ବେଲଭୁମିରେ ଡିସେମ୍ବର ୧ତାରିଖରୁ

INTERNATIONAL-SAND-ART-FESTIVAL_2013>ଆନ୍ତର୍ଜାତୀୟ ବାଲୁକା ଶିଳ୍ପ ଉତ୍ସବ ଆସନ୍ତା -୦୧.୧୨.୧୩ ରୁ ୦୫.୧୨.୧୩ରିଖରେ ଚନ୍ଦ୍ରଭାଗା ବେଲଭୁମିରେ କୋଣାର୍କଠାରେ ସମୟ-ପ୍ରତ୍ୟେହ ସକାଳ ୧୦ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ

ଏହି ଉତ୍ସବର ବିଶେଷ ଆକର୍ଷଣ ହେଉଛି ଆନ୍ତର୍ଜାତୀୟ ବାଲୁକା ଶିଳ୍ପ ଉତ୍ସବ । ଏବର୍ଷ ଭାରତ ତାହା ବିଦେଶରୁ ସମୁଦାୟ ୩୦ଜଣ ବାଳିକା ଶିଳ୍ପୀ ଅଂଶଗ୍ରହଣ କରୁଛନ୍ତି । ସେଥିମଧ୍ୟରୁ ଓଡିଶାରୁ ୨୩ଜଣ,ଗୁଜୁରାଟରୁ ୧ଜଣ,ଆନ୍ଧ୍ରପ୍ରଦେଶରୁ ୧ଜଣ ଏବଂ ବିଦେଶରୁ ଯଥା: କାନାଡ଼ା,ଅଷ୍ଟ୍ରିଆ,ଆମେରିକା,ଇଟାଲୀ ଏବଂ ଶ୍ରୀଲଙ୍କାରୁ ଜଣେ ଲେଖାଏଁ ବାଳିକାଶିଳ୍ପୀ ଅଂଶଗ୍ରହଣ କରୁଛନ୍ତି । ପ୍ରତିବର୍ଷ ପରି ଓଡିଶା ପର୍ଯ୍ୟଟନ ନିଗମ ଦ୍ଵାରା କୋଣାର୍କ ନୃତ୍ୟ ଉତ୍ସବ ଏବଂ ଆନ୍ତର୍ଜାତୀୟ ବାଲୁକା ଶିଳ୍ପ ଉତ୍ସବ ଦେଖିବା ପାଇଁ ଯାତାୟାତର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବିଶେଷ ବିବରଣୀ ଓଡିଶା ପର୍ଯ୍ୟଟନ ବିଭାଗର ୱେବସାଇଟ www.odishatourlsm.gov.in ଏବଂ www.panthanivas.com ରେ ମିଳିପାରିବ । ଏହ ଉତ୍ସବକୁ ଦେଖିବା ପାଇଁ ଟିକଟର ମୂଲ୍ୟ ୪୦୦ ଟଙ୍କା (ପାଞ୍ଚଦିନପାଇଁ),୧୦୦ ଟଙ୍କା ପ୍ରତିଦିନ(ମୁଖ୍ୟ ଗ୍ୟାଲେରୀ)ଏବଂ ୧୫ଟଙ୍କା ପ୍ରତିଦିନ (ପାର୍ଶ୍ଵ ଗ୍ୟାଲେରୀ ଚୌକି) ରଖାଯାଇଅଛି ।

Share in top social networks!