କଲିକତା ଉତ୍କଳ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ପ୍ରଦାନ

45517
ସଚିବାଳୟଠାରେ କଲିକତା ମିଳିତ ମଞ୍ଚ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଶ୍ରୀ ମହେଶ୍ଵର ମହାନ୍ତିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ନିମନ୍ତେ ୫୦ହଜାର ଟଙ୍କାର ଚେକ୍ ଆକାରରେ ସହାୟତା ପ୍ରଦାନ କରାଯାଇଛି । ଉତ୍କଳ ମିଳିତ ମଞ୍ଚର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ସାକ୍ଷାତ କରି ଏହି ଚେକ୍ ପ୍ରଦାନ କରିଥିଲେ ।

Share in top social networks!