କେନ୍ଦୁଝର ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

45401କେନ୍ଦୁଝର ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୭.୧୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସଂଘ ପକ୍ଷରୁ ଜିଲଲ ଶିକ୍ଷକ ସଂଘ ସଭାପତି ଶ୍ରୀ ପ୍ରସନ୍ନ କୁମାର ରଥ ଓ ସଂପାଦକ ଚିନ୍ତାମଣି ଜେନା ଓ ଅନ୍ୟ ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଥିଲେ । ସେହିପରି ରାଜ୍ୟ କାଜୁ ପ୍ରକ୍ରିୟାକରଣ କର୍ମଚାରୀ ସଂଘ (cashew processor assn)ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

Share in top social networks!