‘ଲେହର୍’ ନାମକ ବାତ୍ୟା ଆଶଙ୍କା ପାଇଁ ରାଜ୍ୟ କୃଷକ ମାନଙ୍କ ପାଇଁ ବିଶେଷ ସୂଚନା

45839‘ଲେହର୍’ ବାତ୍ୟା ପରିପ୍ରେକ୍ଷୀରେ ଓଡିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ପବନ ବହିବାର ସମ୍ଭାବନା ରହିଛି । ବର୍ତ୍ତମାନ ଓଡିଶାର ଫସଲ ଅମଳ ସମୟ ହୋଇଥିବାରୁ ଚାଷୀମାନେ ‘ଲେହର୍’ ନାମକ ବାତ୍ୟା ପ୍ରତି ଦୃଷ୍ଟି ରଖି ସେମାନଙ୍କର ଅମଳ ହୋଇଥିବା ଫସଲକୁ ନିଜ ଜମିରେ ନରଖି ତୁରନ୍ତ ସୁରକ୍ଷିତ ସ୍ଥାନରେ ଆଣି ରଖିବାକୁ ରାଜ୍ୟ କୃଷି ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Share in top social networks!